ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଆଗଧାଡିର ନେତା, ନବୀନଙ୍କ ଠାରୁ ମୁହଁ ଫେରାଉଛନ୍ତି ତାଙ୍କ ଦଳର ଛାମୁଆ ନେତା,

ଭୁବନେଶ୍ୱର, ତା.19-04- ଓଡିଶାରେ ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭିଚାର, କୁଶାସନ ଅବସାନ ଘଟିବ । ବିଜେଡିର ଦୀପ ଖୁବଶୀଘ୍ର ଲିଭିଯିବ ଏବଂ ନୂତନ ସୂର୍ଯ୍ୟଦ୍ୟୋୟ ହେବ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି ରାଜ୍ୟ କାର୍ଯ୍ୟାଳରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି…

ଅଧିକ ପଢନ୍ତୁ

ଯାଜପୁର ଜିଲ୍ଲା ରେ ବିଜେଡି ଓ କଂଗ୍ରେସର ସଂଗଠକ ମାନେ ଯୋଗ ଦେଲେ ବିଜେପି ଦଳରେ,

ଭୁବନେଶ୍ୱର, ତା.୧୭/୦୪: ବିଜେଡିର ପ୍ରତିଷ୍ଠାତା ସଦସ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନବରଙ୍ଗପୁର ଜିଲ୍ଲାର ପୂର୍ବତନ ସଭାପତି ଏବଂ ସୁସଂଗଠକ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ(ଅର୍ଜୁନ) ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବ୍ୟକ୍ତିକେନ୍ଦ୍ରୀକ ରାଜନୈତିକ ଦଳ ପାଲଟିଛି ବିଜେଡି । ଅନ୍ୟ ପଟେ ବିଜେପିର ରାଷ୍ଟ୍ରବାଦୀ ବିଚାରଧାରାରେ ପ୍ରଭାବିତ ହୋଇଛି । ମୋଦି ଗ୍ୟାରେଂଟିରୁ ବଂଚିତ ରଖାଯାଉଥିବା ଓଡିଶାବାସୀ ଓ ବିଶେଷ ଭାବେ ନବରଙ୍ଗପୁର ଜିଲ୍ଲାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ…

ଅଧିକ ପଢନ୍ତୁ

ପଦ୍ମପୁର ଜିଲ୍ଲା ଗଠନ ଘୋଷଣା ପ୍ରତାରଣା ପାଲଟିଲା ସମାନ୍ ଦଶା ଏହି ନୂଆ ୩୪ଟି ଏନଏସି ଗଠନରେ ହେବନାହିଁ ତ? କେ. ଭି. ସିଂହଦେଓ

ଭୁବନେଶ୍ୱର, ତା.୨୪/୦୨:  ଆଜି ରାଜ୍ୟ ସରକାର ଘୋଷଣା କରିଥିବା ନୂଆ ଏନଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ । ନୂଆ ଏନଏସି ଘୋଷଣା କରିବାପାଇଁ ହେଲେ ସେହି ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରିବାକୁ ପଡେ, କ୍ୟାବିନେଟ ପ୍ରସ୍ତାବକୁ ବିଧାନସଭାରେ ଅନୁମୋଦନ କରିବାକୁ ପଡେ । ଏହାକୁ ରାଜ୍ୟପାଳ ଅନୁମୋଦନ କଲାପରେ ଯାଇ କୌଣସି ନୂଆ ଏନଏସି ବା ନୂଆ ପୌରପରିଷଦ ଗଠନ କରାଯାଇଥାଏ । ଏବେ ଆଉ ନିର୍ବାଚନ ପୂର୍ବରୁ ବିଧାନସଭା ବସିବାର ନାହିଁ ।…

ଅଧିକ ପଢନ୍ତୁ

ଜୟପୁର ନିର୍ବାଚନମଣ୍ଡଳୀ ବୋରିଗୁମ୍ମା ମଣ୍ଡଳ ହର୍ଦଳୀ ଶକ୍ତିକେନ୍ଦ୍ର  ଠାରେ ଭାରତୀୟ ଜନତା ପାର୍ଟିର  ଏକ ମହା ମିଶ୍ରଣ ପର୍ବ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ, ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନ, ବିକଶିତ ଭାରତ ସଂକଳ୍ପ, ମୋଦି ଗ୍ୟାରେଣ୍ଟି ଏବଂ ଜୟପୁର ର ବିଜେପି ନେତା ଶ୍ରୀଯୁକ୍ତ ଗୌତମ ସାମନ୍ତରାୟ  ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ,ଜୟପୁର ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ମଣ୍ଡଳର ହର୍ଦଳୀ ଶକ୍ତି କେନ୍ଦ୍ରର ଟାଣୁଆ ବିଜେଡି, କଂଗ୍ରେସ କର୍ମୀ ଓ ସଙ୍ଗଠକ ମାନେ ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ବିଜେଡି ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ, ଏହି ମିଶ୍ରଣ ପର୍ବରେ…

ଅଧିକ ପଢନ୍ତୁ

ଧର୍ମଶାଳା ନିର୍ବାଚନମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ଧର୍ମଶାଳାର ମୁଖ୍ୟ କାର୍ଯ୍ୟାଳୟ କୁମାରୀ ଠାରେ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଏବଂ ଧର୍ମଶାଳାର ଯୁବ ବିଜେପି ନେତା ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ, ଧର୍ମଶାଳା ବ୍ଲକ ଏବଂ ରସୁଲପୁର ବ୍ଲକ ର ଏଗାରଗୋଟି ଶକ୍ତିକେନ୍ଦ୍ର ଯଥା, ଗଙ୍ଗାଧରପୁର, ପୁରୁଣା ବୋଉଳିମାଳ, ରଖିଦେଇପୁର, ଅଞ୍ଜିରା,ପାଖର,ତାଳଜଙ୍ଗ, ରାଇଛନ୍ଦା, ତରଞ୍ଜିଆ, ସିଂହାପୁର, ଥାନୁଆଳ, ମିର୍ଜାପୁର,ଶକ୍ତି କେନ୍ଦ୍ରର ଟାଣୁଆ ବିଜେଡି, ସଙ୍ଗଠକ ମାନେ ଏବଂ ଧର୍ମଶାଳା ନର୍ବାଚନମଣ୍ଡଳୀର ଶତାଧିକ କାର୍ଯ୍ୟକର୍ତ୍ତା ବିଜେଡି ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ,…

ଅଧିକ ପଢନ୍ତୁ

ଛତିଆ ଚଟିଘର ଠାରେ ନିର୍ମାଣ ହେବ ଗଳିପୋଲ ।
* ଭଟ୍ଟ ସାଗର ବଜାର ର ଉନ୍ନତି,* ଚଣ୍ଡିଖୋଲ ବଜରର ଉନ୍ନତି ଲାଗି ବିଧାୟକଙ୍କ ଆଲୋଚନା।

ବଡ଼ଚଣା, ୬।୧୦, (ନି; ପ୍ର) ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଛଡିଆ ୧୬ ନମ୍ୱର୍ ଜାତୀୟ ରାଜପଥ ଚଟିଘର ନିକଟରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟି ଥିବା ବେଳେ ବହୁ ଧନଜୀବନ ହାନି ହେବାକୁ ପଡୁଛି। ଯାହାର ସ୍ଥାୟୀ ସମାଧାନ ଲାଗି ଏକ ଗଳିପୋଲ ନିର୍ମାଣ ପାଇଁ ୨୦୧୭ ଠାରୁ ସ୍ଥାନୀୟ ଲୋକେ ଦାବି କରି ଆସୁଛନ୍ତି। ତେବେ ଦୁର୍ଘଟଣା କୁ ବିରୋଧ କରି ପୂର୍ବରୁ ଆନ୍ଦୋଳନ ମଧ୍ୟ ହୋଈ ଥିଲା । ପରେ ଜାତୀୟ ରାଜପଥ କର୍ତ୍ତୁପକ୍ଷ…

ଅଧିକ ପଢନ୍ତୁ

ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ବିବାଦୀୟ କୋଟିଆ ପଞ୍ଚାୟତ ସମ୍ମୁଖରେ :-

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସମ୍ମୁଖରେ ଆଜି ଶାନ୍ତି ଶୃଙ୍ଖଳା ରକ୍ଷା କରି ସାଇବର ଠକେଇରୁ ସୁରକ୍ଷା ପାଇବା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଚେତନତା କରିଥିଲେ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ପାଙ୍ଗି ସମ୍ମାନୀୟ ଅତିଥି ଜିଲ୍ଲା ପରିଷଦ ସଭ୍ୟା ଟିକେଇ ଗେମେଲ, ସୁନାବେଡ଼ା ଏସ୍ ଡିପିଓ ମୋନଜ କୁମାର ବେହେରାଙ୍କ ଉପସ୍ଥିତ ରହିଥିବା ବେଳେ…

ଅଧିକ ପଢନ୍ତୁ

ଶିଶୁ ମହୋତ୍ସବ ସୁରଭି  ଓ ଓଡିଶା ମିଲେଟସ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ :-

କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗୋଲୁରୁ ପଞ୍ଚାୟତ ଅଧିନସ୍ଥ ଦିଗଗୋଲୁରୁ ବିଦ୍ୟାଳୟ କ୍ଲୋଷ୍ଟର ରେ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୭ଟା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ , ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଟ୍ଟାଙ୍ଗି ବିଇଓ ଟି ମିନତି,ସମ୍ମାନୀତ ଅତିଥି ଭାବେ ସରପଞ୍ଚ ନିଲାମା ବାଲଡା ବୋଇ,ସିଆରସିସୀ ପ୍ରଦୀପ୍ତ କୁମାର ଦତ, ବରିଷ୍ଟ ଶିକ୍ଷକ…

ଅଧିକ ପଢନ୍ତୁ

ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା :-

କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀର ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ବଡ଼ ଦେବତା ଠାରୁ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରାରେ ବାହାରି ଭେଜା ଛକ ପର୍ଯ୍ୟନ୍ତ ପହଞ୍ଚି ଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଟ୍ଟାଙ୍ଗୀ ବିଧାୟକ ପିତମ ପାଢ଼ୀ ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ଅବଜର୍ ବର୍ ବାଲା ରାଓ,ପଟାଙ୍ଗି ପୁର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି ନନ୍ଦପୁର ବ୍ଲକ ବିଜେଡ଼ି ସଭାପତି ଖାସିନାଥ ଗଲରୀଙ୍କ ଅଧ୍ୟକ୍ଷତାରେ,ଉପସ୍ଥିତ ରହିଥିଲେ ନନ୍ଦପୁର ବ୍ଲକ…

ଅଧିକ ପଢନ୍ତୁ