ହୋଲିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ; କେମିତି ରହିବ ପ୍ରଭାବ ? କାହା ପାଇଁ ଶୁଭ, କାହା ପାଇଁ ଅଶୁଭ…ଜାଣନ୍ତୁ…

ହୋଲିରେ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ୨୫ ମାର୍ଚ୍ଚ ୨୦୨୪ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି । ଦୋଳ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ଲାଗୁଛି । ଜ୍ୟୋତିର୍ବିଦଙ୍କ କହିବା ଅନୁଯାୟୀ, ହୋଲିରେ ଚନ୍ଦ୍ରଗ୍ରହଣ ସଂଯୋଗ ପ୍ରାୟ ଶହେ ବର୍ଷ ପରେ ପଡ଼ୁଛି । ତେବେ କେମିତି ରହିବ ଏହାର ପ୍ରଭାବ ? କାହା ପାଇଁ ରହିବ ଶୁଭ, କାହା ପାଇଁ ଅଶୁଭ ? ଯେହେତୁ ହୋଲିରେ ପଡୁଛି କ’ଣ ରହିବ ପ୍ରଭାବ ? ଜାଣନ୍ତୁ……

ଅଧିକ ପଢନ୍ତୁ