ସକାଳୁ ସକାଳୁ ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା, ପାଟନାରେ ଉତ୍ତେଜନା..

ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ଏଭଳି କିଛି ଘଟଣା ବିହାର ରାଜଧାନୀ ପାଟନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ମୁତାବକ, ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ। ବେଶ୍ ପାଖରୁ ଆସି ସୌରଭଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି…

ଅଧିକ ପଢନ୍ତୁ

ନେହା ହତ୍ୟା ପଛରେ ଲଭ୍-ଜିହାଦ! ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି..

କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରି ଭୁସି ହତ୍ୟା ମାମଲା। ଲଭ୍-ଜିହାଦ ଅଭିଯୋଗ ଆଣିବା ସହ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି। ଆଜି କୌଣସି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ନକରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ନିଷ୍ପତ୍ତି ନେଇଛି ଦଳ। ହୁବଲି ଧାରୱାଡର କଂଗ୍ରେସ କର୍ପୋରେଟର ନିରଞ୍ଜନ ହେରମାଥଙ୍କ ଝିଅ ନେହାଙ୍କୁ କଲେଜ କ୍ୟାମ୍ପସରେ ଦିନ ଦ୍ବିପହରରେ ଲଗାତାର ଛୁରି ଭୁସି ହତ୍ୟା କରିଥିଲା ପୂର୍ବତନ ପ୍ରେମିକ ଫୟାଜ । ଫୟାଜ…

ଅଧିକ ପଢନ୍ତୁ

ଜନଗହଳି ସ୍ଥାନରେ ଫାୟାରିଂ, ଭାଇରାଲ ହେଲା ଫଟୋ…

ମଣିଷ କେତେ ନୃସଂସ ହୋଇପାରେ । କ୍ରୋଧ ଆଉ ଶତ୍ରୁତା ପାଇଁ ଜଣେ ମଣିଷ ଆଉ ଜଣେ ମଣିଷର ଜୀବନ ବି ନେଇପାରେ । ଆଉ ଦିଲ୍ଳୀରେ ଏବେ ଏହା ଏକ ପ୍ରକାର ସାଧାରଣ କଥା ପାଲଟିଲାଣି । ନିଇତି ବିଭିନ୍ନ ଅପରାଧିକ ଘଟଣା ସାମ୍ନାକୁ ଆସୁଛି ଦିଲ୍ଲୀରୁ । ନିକଟରେ ଦିଲ୍ଲୀ ସଲିମପୁରରୁ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ତାହା ହେଲ, ଜଣେ ବ୍ୟକ୍ତି ବିଚ୍‌ ବଜାର ଉପରେ ଆଉ ଜଣେ ବ୍ୟକ୍ତିଙ୍କୁ…

ଅଧିକ ପଢନ୍ତୁ

ପଦ୍ମକେଶରପୁରରେ ଫୁଟିଲା ବୋମା; ସୁଧ ଟଙ୍କା ପାଇଁ ଶ୍ୱଶୁର-ବୋହୂଙ୍କୁ ଆକ୍ରମଣ…

କିଛି ଦିନର ବିରତି ପରେ ପୁଣି ଅଶାନ୍ତ ହେଲା ଭୁବନେଶ୍ବର ପଟିଆ ଅଞ୍ଚଳର ପଦ୍ମକେଶରପୁର। ବୋମା ଓ ପଥର ମାଡରେ ଗୋଟିଏ ପରିବାରର ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ଶ୍ୱଶୁର ବୋହୂ ବୋଲି ଜଣାପଡିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ତେବେ ସୁଧ କାରବାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ସୁଧ ଟଙ୍କା ନେଇ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ…

ଅଧିକ ପଢନ୍ତୁ

ଛଦ୍ମବେଶୀ ଚୋର… ମୁଣ୍ଡରେ ନଥିଲା ଚୁଟି, ୱିଗ୍‌ ଲଗାଇ କରୁଥିଲା ଚୋରି..

ଚୋର ଚୋରି କରିବା ପାଇଁ ଅନେକ ନୂଆ ତରିକା ଖୋଜି ବାହାର କରୁଛନ୍ତି। କେତେବେଳେ ପୋଲିସକୁ ଚକମା ଦେବା ପାଇଁ ପ୍ରମାଣ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ସିସିଟିଭି ଅଛି ଜାଣି ସେହି ହିସାବରେ ପ୍ଲାନ ପ୍ରସ୍ତୁତ କରୁଛନ୍ତି। ତେବେ ମହାରାଷ୍ଟ୍ରର ଥାନେ ପୋଲିସ ଜଣେ ଚାଲାକ୍ ଚୋରକୁ ଗିରଫ କରିଛି। ଯିଏ ମୁଣ୍ଡରେ ନକଲି ଚୁଟି ଲଗାଇ ଚୋରି କରିବା ପରେ ବାହାରେ ଖୁଲମଖୁଲା ବୁଲୁଥିଲା। ନକଲି ଚୁଟି ବା ୱିଗ୍ କାରଣରୁ ପୋଲିସ…

ଅଧିକ ପଢନ୍ତୁ

ସନ୍ଦେହର କରୁଣ ପରିଣତି; ଫୋନରେ ଗପୁଥିଲେ ବୋଲି ମାରିଦେଲା ପ୍ରେମିକ..

କନ୍ଧମାଳରେ ହେଲା ପ୍ରେମ, କେରଳରେ ହେଲା ହତ୍ୟାକାଣ୍ଡ । ଆଉ କୋଟଗଡରୁ ଧରାପଡିଲା ଅଭିଯୁକ୍ତ ପ୍ରେମିକ । ଏଭଳି ଏକ ନୃଶଂସ ହତ୍ୟାକାଣ୍ଡର ଅଭିଯୁକ୍ତକୁ କୋଟଗଡ ପୋଲିସ ସହାୟତାରେ କେରଳ ପୋଲିସ ଗିରଫ କରିଛି । ଅଭିଯୁକ୍ତ ପ୍ରେମିକ ଜଣକ ହେଉଛି ସାମୁଏଲ ବଡ଼ ମାଝୀ । ତା’ ଘର କୋଟଗଡ ଥାନା ରାଙ୍ଗାପାଙ୍ଗା ଗାଁରେ । ହତ୍ୟାର ଶିକାର ହୋଇଥିବା ପ୍ରେମିକା ହେଉଛନ୍ତି ଚାଞ୍ଚେଡ଼ି ଗ୍ରାମର ରିତିକା ସାହୁ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ…

ଅଧିକ ପଢନ୍ତୁ

ପୋଲିସକୁ କାମୁଡ଼ି ଅଭିଯୁକ୍ତ ଛୁ; ଆକ୍ରମଣ ଅଭିଯୋଗରେ ମା’ ଗିରଫ…

ପୋଲିସକୁ କାମୁଡ଼ି ଚମ୍ପଟ ମାରିଲା ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ । ଘଟଣା ଘଟିଛି କେଉଁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ମିଳିଥିବା ସୂଚନା ଅନୁଯାୟୀ, ଫେରାର୍ ଅଭିଯୁକ୍ତର ନାଁ ପ୍ରଦୂଷ ବରାଳ । ଘର ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁରେ। ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଦୀର୍ଘଦିନ ଧରି ଫେରାର ଥିଲା ପ୍ରଦୂଷ । ତେବେ ଗତକାଲି ଗାଁକୁ ଆସିବା ପରେ ତାକୁ କାବୁ ପାଇଁ ଘରେ ପହଞ୍ଚିଥିଲେ ସାଇଁକୂଳ ଫାଣ୍ଡି ଅଧିକାରୀ। ଆଉ ତାକୁ…

ଅଧିକ ପଢନ୍ତୁ

ପ୍ରେମ ପାଇଁ ସ୍ତ୍ରୀର ନାରକୀୟ କାଣ୍ଡ; ପ୍ରେମିକ ସହ ମିଶି ସ୍ବାମୀକୁ କଲା ହତ୍ୟା..

ପ୍ରେମ ପାଇଁ ସ୍ତ୍ରୀର ନାରକୀୟ କାଣ୍ଡ। ପ୍ରେମିକ ସହ ମିଶି ସ୍ବାମୀକୁ କରିଥିଲା ହତ୍ୟା । ସ୍ବାମୀ ଛାତିକୁ ୨୫ ଥର ଏବଂ ପିଠିକୁ ୨୭ ଥର ସ୍କୃ ଡ୍ରାଇଭରରେ ଭୁଶାଯାଇଥିଲା । ଗଜପତି ତୋଟାଗୁମୁଡା ଯାତ୍ରୀ ବିଶ୍ରାମାଗାର ନିକଟରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୋଲିସ । ମାମଲାରେ ଅଭିଯୁକ୍ତ ସ୍ତ୍ରୀ ମରାଠୀ ଜୟଲକ୍ଷ୍ମୀ ଓ ପ୍ରେମିକ ଏନ.ଉପେନ୍ଦ୍ରଙ୍କୁ ଗିରଫ କରାଯାଇଛି ।   ସୂଚନା ଅନୁଯାୟୀ ତୋଟାଗୁମୁଡା ଗାଁର ଯାତ୍ରୀ ବିଶ୍ରାମାଗାର…

ଅଧିକ ପଢନ୍ତୁ

ନୃଶଂସ ବାପାର ବର୍ବର କାଣ୍ତ; ବିବାହ ପୂର୍ବରୁ ପୁଅକୁ ଛୁରୀ ଭୁସି ହତ୍ୟା କଲା…

ପାରିବାରିକ କଳହ ନେଲା ମୁଣ୍ଡ । ବିବାହର ଦିନକ ପୂର୍ବରୁ ପୁଅକୁ ହତ୍ୟା କଲା ବାପା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ନୃଶଂସ ବାପାର ବର୍ବର କାଣ୍ତ  । ପାରିବାରିକ କଳହ ନେଲା ମୁଣ୍ଡ । ବିବାହର ଦିନକ ପୂର୍ବରୁ ପୁଅକୁ ହତ୍ୟା କଲା ବାପା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ଦେଓଲି ଏକ୍ସଟେନ୍ସନ୍ ଅଞ୍ଚଳରେ ଜଣେ ବାପା ତାଙ୍କ ପୁଅ ତ‌ଥା…

ଅଧିକ ପଢନ୍ତୁ

ନବ ବଧୁକୁ ନିର୍ଯାତନା ବିଷ ପିଆଇ ହତ୍ୟା କଲେ ସ୍ୱାମୀ :-

ଧର୍ମଶାଳା/ଜେନାପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ସାତମଣ ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା। ସୂଚନା ଥାଉ କି ସାତମଣ ଗ୍ରାମର ରତ୍ନାକର ବେହେରା ଙ୍କ ପୁଅ ଶକ୍ତିକାନ୍ତ ବେହେରା ୨୮ ମାର୍ଚ୍ଚ ୨୦୨୨ ମସିହା ରେ ଯାଜପୁର ରୋଡ ଥାନା ସ୍ଥିତ ଦାନଗଦି କୁସୁନପୁର ନିବାସୀ ଭାଗିରଥୀ ବେହେରା ଙ୍କ ଏକମାତ୍ର ଝିଅ ଇପ୍ସିତା ବେହେରା ଙ୍କ ସହିତ ପ୍ରଥମେ ପ୍ରେମ ସମ୍ପର୍କ ରଖିଥିଲେ ତା ପରେ ଦୁଇ ପରିବାର ଲୋକ…

ଅଧିକ ପଢନ୍ତୁ