International No Diet Day 2024..

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଠିକ୍ ଭାବେ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ସେମାନଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରନ୍ତି। ସେମାନେ ନିଜର ଅନେକ ପ୍ରିୟ ଜିନିଷ ଖାଇବା ଛାଡି ଦିଅନ୍ତି। ବିଶ୍ୱରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଓଜନ ହ୍ରାସ କରିବାକୁ, ଫିଟ୍ ରହିବାକୁ କିମ୍ବା କୌଣସି ପ୍ରକାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଡାଏଟ୍ ପାଳନ କରନ୍ତି। ଏମାନେ ମନ…

ଅଧିକ ପଢନ୍ତୁ

ତାଇୱାନ୍‌ରେ ପୁଣି ଭୂକମ୍ପ ଝଟକା, ଭାଙ୍ଗିଲା ଦୁଇଟି ବଡ଼ ବଡ଼ କୋଠା..

ଆଜି ସକାଳେ ତାଇୱାନର ରାଜଧାନୀରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଛି । ୯ମିନିଟରେ ପ୍ରାୟ ୫ଥରରୁ ଅଧିକ ଝଟକା ଅନୁଭୂତ ହୋଇଛି । ତେବେ ପାଣିପାଗ ବିଭଗର ତଥ୍ୟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ କମ୍ପନ ପୂର୍ବ ହୁଆଲିଏନରେ ଅନୁଭୂତ ହୋଇଛି । କେନ୍ଦ୍ରୀୟ ପାଣିପାଗ ବିଭାଗ ଅନୁଯାୟୀ ପ୍ରଥମ ଶକ୍ତିଶାଳୀ ଭୂକମ୍ପ ୫.୫ ମ୍ୟାଗ୍ନିଚ୍ୟୁଡର ପ୍ରଥମ କମ୍ପନ ଗତକାଲି ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୫.୦୮ ସମୟରେ ହୋଇଥିଲା…

ଅଧିକ ପଢନ୍ତୁ

ଇସ୍ରାଏଲ ଉପରେ ଆକ୍ରମଣ ବନ୍ଦ କଲା ଇରାନ; ଶାନ୍ତି ବଜାୟ ପାଇଁ ଭାରତର ଆହ୍ୱାନ..

ବିଶ୍ବ ସମୁଦାୟକୁ ଆଶ୍ବସ୍ତି। ଇସ୍ରାଏଲ ଉପରେ ଆକ୍ରମଣ ବନ୍ଦ କରିଛି ଇରାନ। କିଛି କ୍ଷେପଣାସ୍ତ୍ର ମାଡ଼ କରିବା ପରେ ତେହେରାନ ପକ୍ଷରୁ କୁହାଯାଇଛି,ଲକ୍ଷ୍ୟ ପୂରଣ ହୋଇଛି। ଏବେ ଆଉ ସାମରିକ ପଦକ୍ଷେପ ନିଆଯିବ ନାହିଁ। ଏନେଇ ଇସ୍ରାଏଲ ପକ୍ଷରୁ କୁହାଯାଇଛି, ଇରାନର କୌଣସି କ୍ଷେପଣାସ୍ତ୍ର ଇସ୍ରାଏଲରେ ପଡ଼ି ନାହିଁ। ତାକୁ ଆକାଶରେ ହିଁ ଧ୍ବଂସ କରି ଦିଆଯାଇଛି। ସିରିଆର ରାଜଧାନୀ ଦାମାସକସ୍ ରେ ଥିବା ଇରାନର ଦୂତାବାସ ଉପରେ ଇସ୍ରାଏଲ ବୋମାମାଡ଼ କରିବା ପରେ ଇସ୍ରାଏଲ ଉପରେ…

ଅଧିକ ପଢନ୍ତୁ

ଇସ୍ରାଏଲ-ଇରାନ୍‌ ଯୁଦ୍ଧ ! ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି..

ଭୟଙ୍କର ହେଉଛି ଇରାନ୍-ଇସ୍ରାଏଲ୍ ଯୁଦ୍ଧ । ଇସ୍ରାଏଲ୍ ଉପରେ ଶତାଧିକ ଡ୍ରୋନ୍ ମିଜାଇଲ ଆକ୍ରମଣ କରିଛି ଇରାନ୍। ଗତକାଲି ରାତିରେ ଶହ ଶହ ସଂଖ୍ୟାରେ ମିଜାଇଲ ଇସ୍ରାଏଲ୍ ଉପରକୁ ମାଡ଼ ହୋଇଛି । ଇରାନର ସମସ୍ତ ଡ୍ରୋନକୁ ଇସ୍ରାଏଲ ଆଇରନ୍ ଡୋମ୍‌ ଚିହ୍ନଟ କରିଛି । ଡ୍ରୋନରେ ବାଲିଷ୍ଟିକ ମିଜାଇଲ ସହ କ୍ରୁଜ ମିଜାଇଲ ମୁତୟନ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ମିଳିଛି । ତେବେ ଇସ୍ରାଏଲ-ଇରାନ୍‌ ଯୁଦ୍ଧ ଆଶଙ୍କା ମଧ୍ୟରେ ବୟାନ ଜାରି…

ଅଧିକ ପଢନ୍ତୁ

ମହାକାଶରୁ ଏମିତି ଦେଖାଗଲା ପୂର୍ଣ୍ଣ ସୂର୍ଯ୍ୟ ପରାଗ; ଭିଡ଼ିଓ ସେୟାର କଲା ନାସା…

ଆମେରିକା ମହାଦେଶରେ ହେଲା ପୂର୍ଣ୍ଣ ସୂର୍ଯ୍ୟ ପରାଗ। କିଛି ସମୟ ପାଇଁ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ। ଆମେରିକା, କାନାଡ଼ା ଓ ମେକ୍ସିକୋର କିଛି ଅଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଥିଲା । ଭାରତୀୟ ସମୟ ଅନୁସାରେ ଗତକାଲି ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟ ପରାଗ ଆରମ୍ଭ ହୋଇ ଭୋର୍ ୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ।  ସୂର୍ଯ୍ୟ ପରାଗକୁ ପୂରା ଦେଖିବା ପାଇଁ ନାସା ଏହାର ଅଫିସିଆଲ୍ ଚ୍ୟାନେଲ ୟୁଟ୍ୟୁବରେ ଲାଇଭ୍…

ଅଧିକ ପଢନ୍ତୁ

ଚନ୍ଦ୍ରପୃଷ୍ଠରେ କାରରେ ବୁଲିବେ ମହାକାଶଚାରୀ, ଗାଡ଼ି ନିର୍ମାଣ ପାଇଁ ଏହି ୩ କମ୍ପାନୀଙ୍କୁ ଦାୟିତ୍ୱ ଦେଲା ନାସା..

ଚନ୍ଦ୍ରପୃଷ୍ଠରେ ଚାଲିବ କାର । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ । ଚନ୍ଦ୍ରପୃଷ୍ଠରେ ଅଧିକ ଦୂରତା ଯାତ୍ରା କରିବା ପାଇଁ ମହାକାଶଚାରୀଙ୍କ ପାଇଁ ସ୍ୱତନ୍ତ୍ର କାର ତିଆରି କରୁଛି ନାସା । ଏହି କାର୍ଯ୍ୟ ପାଇଁ ନାସା ତିନୋଟି କମ୍ପାନୀ ଚୟନ କରିଛି । ଇଣ୍ଟୁଏଟିଭ୍ ମେସିନ୍, ଲୁନାର ଆଉଟପୋଷ୍ଟ ଏବଂ ଭେଣ୍ଟୁରି ଆଷ୍ଟ୍ରୋଲାବ୍‌କୁ ନାସା ଲୁନାର ଟେରେନ୍ ଭେଇକିଲ୍‌ (LTV) ନିର୍ମାଣ କରିବାକୁ ଦାୟିତ୍ୱ ଦେଇଛି । ଏହି ତିନୋଟି କମ୍ପାନୀ…

ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶରେ ଭୂକଂପ ଝଟକା, ଚମ୍ବାରୁ ମନାଲୀ ଯାଏଁ ଥରିଲା ମାଟି..

ହିମାଚଳ ପ୍ରଦେଶରେ ମୃଦୁ ଭୂକଂପ ଝଟକା। ଚମ୍ବାରୁ ମନାଲୀ ଯାଏଁ ଥରିଲା ମାଟି। ରାତିରେ ପଦାକୁ ବାହାରି ଆସିଲେ ଆତଙ୍କିତ ଲୋକେ । ଗତରାତି ପ୍ରାୟ ସାଢ଼େ ୯ଟା ବେଳେ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫ ଦଶମିକ ୩ ବୋଲି ଦର୍ଶାଇଲା ନ୍ୟାସନାଲ୍ ସେଣ୍ଟର ଫର୍ ସେସ୍ମୋଲୋଜି। ଚମ୍ବାରେ ମାଟିଠୁ ୧୦ କିଲୋମିଟର ତଳେ ଏହାର କେନ୍ଦ୍ରସ୍ଥଳ ଥିଲା । ତେବେ ଭୂମିକଂପ ଯୋଗୁଁ କୌଣସି କ୍ଷୟକ୍ଷତି ସୂଚନା…

ଅଧିକ ପଢନ୍ତୁ

‘କୃତ୍ରିମ ସୂର୍ଯ୍ୟ’ ତିଆରି କଲା ଦକ୍ଷିଣ କୋରିଆ; ସୂର୍ଯ୍ୟଠାରୁ ୭ଗୁଣ ଉତ୍ତାପରେ ଜଳୁଛି..

ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଆମେ ଆାକାଶରେ ଗୋଟିଏ ମାତ୍ର ସୂର୍ଯ୍ଯ ଦେଖୁ। ମାତ୍ର ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ଅଦ୍ଭୁତ କାରନାମା କରି ଦେଖାଇଛନ୍ତି । ସେମାନେ ତିଆରିଛନ୍ତି କୃତ୍ରିମ ସୂର୍ଯ୍ୟ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ତେବେ କୃତ୍ରିମ ସୂର୍ଯ୍ୟକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ୧୦କୋଟି ଡିଗ୍ରୀ ସେଲସିୟସ ତାପମାତ୍ରା ସୃଷ୍ଟି କରୁଥିବା କୃତ୍ରିମ ସୂର୍ଯ୍ୟ ତିଆରି କରି ରେକର୍ଡ କରିଛନ୍ତି । ଏତେ…

ଅଧିକ ପଢନ୍ତୁ

ଭୂକମ୍ପରେ ଥରିଲା ତାଇୱାନ; ସୁନାମୀ ସତର୍କତା ଜାରି..

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରହିଛି । ଦୀର୍ଘ ୨୫ ବର୍ଷ ମଧ୍ୟରେ ସବୁଠୁ ବଡ ଭୂକମ୍ପ ବୋଲି କୁହାଯାଉଛି । ତୀବ୍ର ଭୂକମ୍ପରେ ଏକାଧିକ କୋଠା ଭୁଶୁଡ଼ି ପଡ଼ିଛି। ଭୂକଂପ କାରଣରୁ ସୁନାମୀ ଆଲର୍ଟ ଜାରି କରିଛି ପଡ଼ୋଶୀ ଜାପାନ । ସମୁଦ୍ର ଜୁଆର ୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ବୃଦ୍ଧି…

ଅଧିକ ପଢନ୍ତୁ