ସ୍ମାର୍ଟ ଫୋନ ମାୟାରେ ବାୟା; ପରିବା ବଦଳରେ ଫ୍ରିଜରେ ପିଲାକୁ ରଖିଦେଲା ମା’…

ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟି ଯାଇଛି। କି ପିଲା କି ବୁଢ଼ା ସଭିଏଁ ସ୍ମାର୍ଟ ଫୋନ୍ ମାୟାରେ ବାୟା। ଏହା ଏବେ ଡ୍ରଗ୍ସ, ହେରଇନ ଆଦି ନିଶା ଦ୍ରବ୍ୟ ଭଳି ସମସ୍ତଙ୍କୁ ଏପରି ବଶ କରିଛି ଯେ ଏଇ ଫୋନ୍ ଆଡ଼ିକ୍ସନରୁ ମୁକୁଳିବା ଆଦୌ ସହଜ ନୁହେଁ। ଏପରି ଫୋନରେ କଥା ହୋଇହୋଇ ମା’ ନିଜ ପିଲାକୁ ଫ୍ରିଜରେ ରଖି ଭୁଲି ଯାଇଛି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍…

ଅଧିକ ପଢନ୍ତୁ