ଆଇପିଏଲରେ ଜାରି ରହିଛି ରନ୍ ବର୍ଷା । ଇଡେନ୍ ଗାର୍ଡେନରେ ୨୬୨ ରନ୍ ପିଛା କରି ଇତିହାସ ରଚିଲା ପଞ୍ଜାବ କିଙ୍ଗସ ।

୨୬୨ ରନ୍ ବି ହୋଇପାରିଲାନି ଡିଫେଣ୍ଡ । ମାତ୍ର ୧୮ ଦଶମିକ ୨ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିନେଇଛି ପଞ୍ଜାବ କିଙ୍ଗସ । କିଛି ଏଭଳି ରନ୍ ବର୍ଷା ଦେଖିବାକୁ ମିଳିଛି ଇଡେନ୍ ଗାର୍ଡେନରେ । ଆଇପିଏଲର ୪୨ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗସ । କେକେଆର ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ରେ ୨୬୧ ରନ୍ର ବଡ଼ ସ୍କୋର ଛିଡ଼ା କରିଥିଲା । ଦଳ ପକ୍ଷରୁ ଫିଲ୍…

ଅଧିକ ପଢନ୍ତୁ

ଟି-୨୦ ବିଶ୍ୱକପରେ ଖେଳାଳୀ ଚୟନକୁ ନେଇ ଗାଙ୍ଗୁଲିଙ୍କ ବଡ଼ ବୟାନ: କହିଲେ ବିଶ୍ୱକପରେ ରୋହିତ, କୋହଲି ଓପନିଂ କରିବା ଦରକାର …

ଆଇପିଏଲ ପରେ ଆରମ୍ଭ ହେଉଛି ଟି-୨୦ ବିଶ୍ୱକପ । କିନ୍ତୁ ଏପର୍ଯ୍ୟନ୍ତ  ବିଶ୍ୱକପ ପାଇଁ ଖେଳାଳୀ ଚୟନ କରିନାହିଁ ବିସିସିଆଇ । ଆଇପିଏଲରେ ବହୁ ଖେଳାଳୀ ଭଲ ପଦର୍ଶନ ଜାରି ରଖିଥବା ବେଳେ ଟିମରେ କାହାକୁ ସାମିଲ କରାଯିବ ଏବଂ କେଉଁମାନେ ୧୧ ଜଣିଆ ଟିମରେ ରହିବେ ତାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହାରି ଭିତରେ ଭାରତର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି କହିଛନ୍ତି, ରୋହିତ ଶର୍ମା ଏବଂ ବିରାଟ…

ଅଧିକ ପଢନ୍ତୁ

୨୦୨୪ ଟି-୨୦ ବିଶ୍ୱକପ୍ ଟିମ୍‌ରେ କେଉଁମାନଙ୍କୁ ମିଳିବ ସୁଯୋଗ..

ଚଳିତ ବର୍ଷ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍‌ରେ କେଉଁମାନଙ୍କୁ ସାମିଲ କରାଯିବ? କେମିତି ହେବ ଟିମ୍‌ର ରୂପରେଖ? ଏହାକୁ ନେଇ ଏବେ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଛି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଟିମ୍ ଘୋଷଣା କରିବାର ଡେଡ୍‌ଲାଇନ୍ ମେ’ ୧ ରଖିଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଚୟନ କମିଟି ଏପ୍ରିଲ୍ ଶେଷ ସୁଦ୍ଧା ବୈଠକ କରି ଟିମ୍ ଘୋଷଣା କରିପାରେ ।…

ଅଧିକ ପଢନ୍ତୁ

ବଦଳିବ କି ଆରସିବିର ମାଲିକାନା? ୭ ମ୍ୟାଚରୁ ୬ ପରାଜୟ ପରେ ଖେଳାଳି ଚୟନକୁ ନେଇ ଉଠିଲା ପ୍ରଶ୍ନ..

ଚଳିତ ଆଇପିଏଲରେ ୭ ମ୍ୟାଚରୁ ୬ ଟି ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରର ମାଲିକାନାକୁ ନେଇ ପ୍ରଶ୍ନ ଉଠିଛି । ସୋମବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନସାଇଜର ହାଇଦ୍ରାବାଦ ବେଙ୍ଗାଳୁର ବିପକ୍ଷରେ ୨୭୮ ରନ କରିବା ପରେ ଦଳର ବୋଲିଂକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି ପ୍ରଶଂସକ । ଓଭର ପିଛା ୧୪.୩୫ ହାରରେ ୨୮୭ ରନ କରିବା ସହ ଆଇପିଏଲ୍ ଇତିହାସରେ ସର୍ବାଧିକ ରନର ରେକର୍ଡ କରିଥିଲା ହାଇଦ୍ରାବାଦ । ଦଳର ଟପ୍ ବୋଲର ମହମ୍ମଦ…

ଅଧିକ ପଢନ୍ତୁ

ଟି-୨୦ ବିଶ୍ୱକପ୍‌: ଖୁବଶୀଘ୍ର ହେବ ଟିମ୍‌ ଘୋଷଣା, ଏହି ୧୫ ଖେଳାଳିଙ୍କୁ ମିଳିପାରେ ସୁଯୋଗ…

ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ । ଜୁନ୍‌ ୧ରୁ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ ଏହି ଟି-୨୦ ବିଶ୍ୱକପ୍‌ । ଆଇସିସି ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି। ଏଥିପାଇଁ ଅଜିତ ଅଗରକରଙ୍କ ନେତୃତ୍ୱରେ ଭାରତୀୟ ଚୟନକର୍ତ୍ତାଙ୍କ ବୈଠକ ଏହି ମାସର ଶେଷ ତାରିଖ (୩୦ ଏପ୍ରିଲ) କିମ୍ବା ଆସନ୍ତା ମାସର ପ୍ରଥମ ଦିନରେ (ମେ ୧ରେ) ଅନୁଷ୍ଠିତ ହେବାକୁ…

ଅଧିକ ପଢନ୍ତୁ

ଫିକା ପଡିଲା ରୋହିତଙ୍କ ଶତକ, ଭାରି ପଡିଲେ ପଥିରଣା….

ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ଲଢୁଆ ଶତକ ବିଫଳ, ଘରୋଇ ପଡିଆରେ ଚେନ୍ନାଇ ସୁପର କିଙ୍ଗସ୍ ଠାରୁ ୨୦ ରନରେ ପରାଜିତ ହେଲା ମୁମ୍ବାଇ ଇଣ୍ଡିଆନ୍ସ । ନିର୍ଦ୍ଧାରିତ ୨୦ ଓଭରରେ ସିଏସକେର ୨୦୬ ରନର ଟାର୍ଗେଟକୁ ପିଛା କରି ୧୮୬ ରନରେ ସୀମିତ ରହିଛି ଦଳ । ବିଦାୟୀ ଅଧିନାୟକ ରୋହିତ ଶର୍ମାଙ୍କ ୧୦୫ ରନର ଇନିଂସ ଏବଂ ମହମ୍ମଦ ନବୀ ୪ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ଦଳକୁ ଜିତାଇପାରିନାହାଁନ୍ତି…

ଅଧିକ ପଢନ୍ତୁ

ପଏଣ୍ଟ ଟେବୁଲର ଶୀର୍ଷରେ ରାଜସ୍ଥାନ; ଆଜି ବେଙ୍ଗଳୁରୁ-ଲକ୍ଷ୍ନୌର ହେବ କଡ଼ା ଟକ୍କର…

ଆଇପିଏଲରେ ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ବେଙ୍ଗଳୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସଂଧ୍ୟା ୭ଟା ୩୦ରେ ମ୍ୟାଚ୍ ଖେଳାଯିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ବେଙ୍ଗଳୁରୁ ୩ଟି ମ୍ୟାଚ୍ ଖେଳି ଗୋଟିଏ ମାତ୍ର ଜିତିଥିବା ବେଳେ ଲକ୍ଷ୍ନୌ ଦୁଇଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟୀ ହୋଇଛି । ଲକ୍ଷ୍ମୌ ବେଙ୍ଗଳୁରୁ ଅପେକ୍ଷା ସାମାନ୍ୟ ଭଲ ସ୍ଥିତିରେ ଥିଲେ ମଧ୍ୟ ଆଜିର ମ୍ୟାଚ୍ ଉଭୟଙ୍କ ପାଇଁ ଗୁରୁତ୍ବ ରଖୁଛି ।  ଅନ୍ୟପଟେ ଆଇପିଏଲରେ ଗତକାଲି…

ଅଧିକ ପଢନ୍ତୁ

ପନ୍ତଙ୍କ ମାଡ଼ରେ ଚେନ୍ନାଇ ଚେପା, ୱାଙ୍ଖଡେରେ ଆଜି ମୁମ୍ବାଇ-ରାଜସ୍ଥାନ ଲଢ଼େଇ..

ଚେନ୍ନାଇକୁ ୨୦ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ । ବିଶାଖାପାଟଣାରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ । ୱାର୍ଣ୍ଣର ଓ ପନ୍ତଙ୍କ ଅର୍ଧଶତକ ବଳରେ ଟିମ୍ ୨୦ ଓଭରରେ ୫ ୱିକେଟ ହରାଇ କରିଥିଲା ୧୯୧ ରନ୍ । ୧୯୨ ରନ୍ ଟାର୍ଗେଟର ପିଛା କରି ଚେନ୍ନାଇ ଟିମ୍ ୨୦ ଓଭରରେ ୬ ୱିକେଟ ହରାଇ କରିଥିଲା ୧୭୧…

ଅଧିକ ପଢନ୍ତୁ

ଏକା ଲଢ଼ିଲେ ବିରାଟ, ବେଙ୍ଗାଲୁରୁକୁ ଅତି ସହଜରେ ହରାଇଲା କୋଲକାତା..

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ୧୮୩ ରନର ବିଜୟ ଲକ୍ଷ୍ୟକୁ କୋଲକାତା ଦଳ ୧୬.୫ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଭେଙ୍କଟେଶ ଆୟର ୫୦ ରନ ଓ ସୁନୀଲ ନାରିନ ୪୭ ରନ କରିଥିଲେ । ଶ୍ରେୟସ ଆୟର ଅପରାଜିତ ୩୩ ରନ ଓ ଫଲିପ ସଲ୍ଟ ୩୦ ରନ କରିଥିଲେ…

ଅଧିକ ପଢନ୍ତୁ

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା :-

Sep 07, 2023 ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଖୋର୍ଦ୍ଧାଙ୍କ ମିଳିତ ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳା ୦୬ ସେପ୍ଟେମ୍ବର ୨୦୨୩ ରେ ଅନୁଷ୍ଠିତ ହୋଇଯାଇଅଛି | ଏହି ନିଯୁକ୍ତି ମେଳା କେବଳ ଚଳନଶକ୍ତି ବାଧିତ ଭିନ୍ନକ୍ଷମ ମାନଙ୍କ (ପୁରୁଷ) ପାଇଁ ଉଦ୍ଦିଷ୍ଟ ଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ପ୍ରାର୍ଥୀମାନେ ଏନ.ସି.ଏସ.ସି.ଡି.ଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ…

ଅଧିକ ପଢନ୍ତୁ