ପ୍ରେମ ପାଇଁ ସ୍ତ୍ରୀର ନାରକୀୟ କାଣ୍ଡ; ପ୍ରେମିକ ସହ ମିଶି ସ୍ବାମୀକୁ କଲା ହତ୍ୟା..

ପ୍ରେମ ପାଇଁ ସ୍ତ୍ରୀର ନାରକୀୟ କାଣ୍ଡ। ପ୍ରେମିକ ସହ ମିଶି ସ୍ବାମୀକୁ କରିଥିଲା ହତ୍ୟା । ସ୍ବାମୀ ଛାତିକୁ ୨୫ ଥର ଏବଂ ପିଠିକୁ ୨୭ ଥର ସ୍କୃ ଡ୍ରାଇଭରରେ ଭୁଶାଯାଇଥିଲା । ଗଜପତି ତୋଟାଗୁମୁଡା ଯାତ୍ରୀ ବିଶ୍ରାମାଗାର ନିକଟରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୋଲିସ । ମାମଲାରେ ଅଭିଯୁକ୍ତ ସ୍ତ୍ରୀ ମରାଠୀ ଜୟଲକ୍ଷ୍ମୀ ଓ ପ୍ରେମିକ ଏନ.ଉପେନ୍ଦ୍ରଙ୍କୁ ଗିରଫ କରାଯାଇଛି ।   ସୂଚନା ଅନୁଯାୟୀ ତୋଟାଗୁମୁଡା ଗାଁର ଯାତ୍ରୀ ବିଶ୍ରାମାଗାର…

ଅଧିକ ପଢନ୍ତୁ

ନୃଶଂସ ବାପାର ବର୍ବର କାଣ୍ତ; ବିବାହ ପୂର୍ବରୁ ପୁଅକୁ ଛୁରୀ ଭୁସି ହତ୍ୟା କଲା…

ପାରିବାରିକ କଳହ ନେଲା ମୁଣ୍ଡ । ବିବାହର ଦିନକ ପୂର୍ବରୁ ପୁଅକୁ ହତ୍ୟା କଲା ବାପା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ନୃଶଂସ ବାପାର ବର୍ବର କାଣ୍ତ  । ପାରିବାରିକ କଳହ ନେଲା ମୁଣ୍ଡ । ବିବାହର ଦିନକ ପୂର୍ବରୁ ପୁଅକୁ ହତ୍ୟା କଲା ବାପା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ଦେଓଲି ଏକ୍ସଟେନ୍ସନ୍ ଅଞ୍ଚଳରେ ଜଣେ ବାପା ତାଙ୍କ ପୁଅ ତ‌ଥା…

ଅଧିକ ପଢନ୍ତୁ

ନବ ବଧୁକୁ ନିର୍ଯାତନା ବିଷ ପିଆଇ ହତ୍ୟା କଲେ ସ୍ୱାମୀ :-

ଧର୍ମଶାଳା/ଜେନାପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ସାତମଣ ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା। ସୂଚନା ଥାଉ କି ସାତମଣ ଗ୍ରାମର ରତ୍ନାକର ବେହେରା ଙ୍କ ପୁଅ ଶକ୍ତିକାନ୍ତ ବେହେରା ୨୮ ମାର୍ଚ୍ଚ ୨୦୨୨ ମସିହା ରେ ଯାଜପୁର ରୋଡ ଥାନା ସ୍ଥିତ ଦାନଗଦି କୁସୁନପୁର ନିବାସୀ ଭାଗିରଥୀ ବେହେରା ଙ୍କ ଏକମାତ୍ର ଝିଅ ଇପ୍ସିତା ବେହେରା ଙ୍କ ସହିତ ପ୍ରଥମେ ପ୍ରେମ ସମ୍ପର୍କ ରଖିଥିଲେ ତା ପରେ ଦୁଇ ପରିବାର ଲୋକ…

ଅଧିକ ପଢନ୍ତୁ

ବ୍ରହ୍ମପୁର ମେଡିକାଲରୁ ଶବ ଆଣିବା ପାଇଁ ଅର୍ଥ ଅଭାବରୁ,ଶବ ବନ୍ଧା ପଡିଲା ଶବ ଗୃହରେ :

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କସନ୍ଦୀ ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଆପାନା ଖରାଙ୍କ ପୁଅ ରମେଶ ଖରା ଆଜି ବ୍ରହ୍ମପୁର ମେଡ଼ିକାଲ କଲେଜରେ ଦେହାନ୍ତ ହୋଇଯାଇଥିଲା l ଗତ ବୁଧବାର ଦିନରୁ ସେ ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଥିଲେ l ଆଜି ବ୍ରହ୍ମପୁର ମେଡ଼ିକାଲ କଲେଜରେ ପୁଅର ଦେହାନ୍ତ ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଅର୍ଥ ଅଭାବରୁ ଆଣିପାରି ନଥିଲେ ଅସହାୟ ହୋଇଯାଇଥିଲେ ବାପା ଆପାନା ନନ୍ଦପୁର ସ୍ଥାନୀୟ ନେତୃତ୍ବ ଙ୍କୁ ଯୋଗାଯୋଗ…

ଅଧିକ ପଢନ୍ତୁ

ଡିଆଇଜି ପତ୍ନୀଙ୍କୁ ଖସାଇ ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା : ଡ.ଲେଖାଶ୍ରୀ

କଟକ, ତା.୨୨/୦୮: କାର୍ଯ୍ୟରତ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ଦୁଇଟି ଗୋଡ ହରାଇବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଛି । ଗୁରୁତର ଅବସ୍ଥାରେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂପୃକ୍ତ ହୋମଗାର୍ଡଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିହାରଙ୍କ ନେତୃତ୍ୱରେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ କଟକ ଗସ୍ତ କରିଥିଲେ । ୭ମାସ ତଳେ ଅନୁଗୁଳରେ ଯୋଗ ଦେଇଥିବା ଡିଆଇଜି ବ୍ରିଜେଶ…

ଅଧିକ ପଢନ୍ତୁ