ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ବିବାଦୀୟ କୋଟିଆ ପଞ୍ଚାୟତ ସମ୍ମୁଖରେ :-

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସମ୍ମୁଖରେ ଆଜି ଶାନ୍ତି ଶୃଙ୍ଖଳା ରକ୍ଷା କରି ସାଇବର ଠକେଇରୁ ସୁରକ୍ଷା ପାଇବା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଚେତନତା କରିଥିଲେ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ପାଙ୍ଗି ସମ୍ମାନୀୟ ଅତିଥି ଜିଲ୍ଲା ପରିଷଦ ସଭ୍ୟା ଟିକେଇ ଗେମେଲ, ସୁନାବେଡ଼ା ଏସ୍ ଡିପିଓ ମୋନଜ କୁମାର ବେହେରାଙ୍କ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ କୋଟିଆ ପୋଲିସ ଥାନାର ଆଇଆଇସି ସରଜ କୁମାର ମଲ୍ଲିକ ସାଇବର ବିଭାଗର ଅଧିକାରୀମାନେ କୋଟିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ମିତା ଭତରା ଏବଂ ଆଦର୍ଶ ବିଦ୍ୟାଳୟ ପ୍ରିନସିପାଲ ଓ ଆଖପାଖ ଅଞ୍ଚଳ ର ପ୍ରତ୍ୟେକ ବୁଦ୍ଧି ଜୀବୀ ସମାଜ ସେବୀ ଗାଁର ସମସ୍ତ ସୀକ୍ଷିତ ଅସୁରକ୍ଷିତ ଲୋକ କେମିତି ସାଇବର ଠକେଇରୁ ସୁରକ୍ଷା ପାଇବା ନିମନ୍ତେ। କୋଟିଆ ପୋଲିସ ତରଫରୁ ସାଇବର ଠକେଇ ସଚେତନ ରଥ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି।ଉକ୍ତ ସାଇବର ରଥର ସୁଚାର ରୂପରେ ପରିକ୍ରମା କରାଇବା ପାଇଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ,ଏସ୍.ଡି.ପି.ଓ ମୋନଜ କୁମାର ବେହେରା । ଅତିଥି ମାନେ ସାଇବର ଠକେଇ କଣ ଏହାଠାରୁ କିପରି ବଞ୍ଚିବା ପାଇଁ କଣ ପଦକ୍ଷେପ ନେବା ଜରୁରୀ, କୋରାପୁଟ ପୋଲିସ ଷ୍ଟେସନ ଇନ୍ସପେକ୍ଟର ସତ୍ୟଭାମା ବେହେରା, କହିଥିଲେ