ଶ୍ରୀ ଶ୍ରୀ ବଡ଼ ମା ଙ୍କ ଜନ୍ମ ମହୋତ୍ସବ :

ଆଜି ଚଣ୍ଡିଖୋଲ ସତସଙ୍ଗ ବିହାର ରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଲୀଳା ସଙ୍ଗିନୀ ଜଗଜନନୀ ଶ୍ରୀ ଶ୍ରୀ ବଡ଼ ମା ଙ୍କ 130ତମ ଜନ୍ମ ମହୋତ୍ସଚ ପାଳିତ ହୋଇଯାଇଛି, ସକାଳ 8,50ରେ ଜନ୍ମ ଲଗ୍ନ ଘୋଷଣା, ବିନତି ପ୍ରାର୍ଥନା, ସଂଗୀତାଞ୍ଜଳି 11,30ରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା, ସତସଙ୍ଗ ବିହାର ସଭା ପତି ସତ୍ୟ ପିର ନାୟକ ସତ ସଙ୍ଗ ପରି ଚାଳନା କରି ଥିଲେ, ୟୋତିରିନ୍ଦ୍ର ଦାସ, ହମୟନ୍ତି ଲେଙ୍କା ଭକ୍ତି ସଂଗୀତ ବିଚିତ୍ରା ରାଉତ କୋରସ ଓ ଭାଗ୍ୟ ଧର ବେଜ୍ଜ କୀର୍ତନ ପରି ବେଷଣ କରି ଥିଲେ, ଯାଜକ ଅଶୋକ ଦାସ, ଫକୀର ଚରଣ ପୃଷ୍ଟି ଚିତ୍ତ ରଞ୍ଜନ ସାହୁ ଓ ନଟବର ସାହୁ ବଡ଼ ମା ଙ୍କ ଦିବ୍ୟ ଜୀବନୀ ଉପରେ ଆଲୋକ ପାତ କରି ଥିଲେ, ରୀତିକ ପଦ୍ମ ନାଭ ସାହୁ ରଞ୍ଜନ ଧଳ ଲୋକ ନାଥ ସେନାପତି ନାରାୟଣ ପ୍ରଧାନ ତଥା ବହୁ କର୍ମୀ ଗଣ ଉପସ୍ଥିତ ରହି ଥିଲେ, ଅପରାହ୍ନ ରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ସମସ୍ତେ ପ୍ରସାଦ ସେବନ କରି ଥିଲେ,