ଶ୍ରୀ ଶ୍ରୀ ବଡ଼ ମା ଙ୍କ ଜନ୍ମ ମହୋତ୍ସବ :

ଆଜି ଛତିଆ ଶ୍ରୀ ମନ୍ଦିର ରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଲୀଳା ସଙ୍ଗିନୀ ଜଗଜନନୀ ଶ୍ରୀ ଶ୍ରୀ ବଡ଼ ମା ଙ୍କଏକ ସହ ତିରିଶ ତମ ଜନ୍ମ ମହୋତ୍ସଚ ପାଳିତ ହୋଇଯାଇଛି, ସକାଳ 8,50ରେ ଜନ୍ମ ଲଗ୍ନ ଘୋଷଣା, ବିନତି ପ୍ରାର୍ଥନା, ସଂଗୀତାଞ୍ଜଳି ସନ୍ଧ୍ୟା 7,30ମି ରେ ସତସଙ୍ଗ ଓ ସଦାଲୋଚନା ଅନୁଷ୍ଠିତ ହୋଇଥିଲା, ସତସଙ୍ଗ ବିହାର ସଭା ପତି ସତ୍ୟ ପିର ନାୟକ ସତ ସଙ୍ଗ ପରି ଚାଳନା କରି ଥିଲେ, ୟୋତିରିନ୍ଦ୍ର ଦାସ, ହମୟନ୍ତି ଲେଙ୍କା ଭକ୍ତି ସଂଗୀତକାର୍ତିକ ରାଉତ କୀର୍ତନ ପରି ବେଷଣ କରିଥିଲେ ସମସ୍ତେ ପ୍ରସାଦ ସେବନ କରି ଥିଲେ,ରୀତିକ ଫକୀର ଚରଣ ପୃଷ୍ଟି ବାମନ ଚରଣ ସାହୁ ନାରାୟଣ ଚନ୍ଦ୍ର ପ୍ରଧାନ ସନାତନ ଲେଙ୍କା କାର୍ତିକ ସାହୁ ଶଶୀ ଭୁଷଣ ପ୍ରଧାନ ଅଭିମନୁ ସାମନ୍ତ ରାୟ ହେମନ୍ତ ନାୟକ ଅଶୋକ ସାହୁ ଲଷ୍ମୀ କାନ୍ତ ଭାଇ ଓ ସୁନୀଲ ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ, କୁଳ ମଣି ଭାଇ ଙ୍କ ସୌଜନ୍ୟ ରୁ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇଥିଲା