ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ପ୍ରତିଷ୍ଠା ଦିବସ ପାଳନ :-

ଛତିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃ ନିଳୟ ମ ର 25ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଅଛି, ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମାର୍ଚ୍ଚ ଫାଷ୍ଟ, ବୃକ୍ଷ ରୋପଣ, ପାଦୁକା ପୀଠ ରେ ସମ ବେତ ପ୍ରାଥନା ବେଦ ପାଠ ଓ ମାତୃ ସଂଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥୀଲା, ପରିଚାଳନା କମିଟି ସଭା ପତି ରବୀନ୍ଦ୍ର ନାଥ ସୁତାର ସଭା ପରି ଚାଳନା କରି ଥିବା ବେଳେ ରାକେଶ କୁମାର ନାୟକ ସ୍ୱାଗତ ଭାଷଣ ଦେଇ ଥିଲେ,ଅବସର ପ୍ରାପ୍ତ ବିଚାର ପତି ମଧୁ ସୁଦନ ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଷ୍ଠା ଦିବସ ଉପରେ ଆଲୋକ ପାତ କରି ଥିଲେ, ଦିବ୍ୟ ଜନନୀ ଶ୍ରୀ ଶ୍ରୀ ମା ଓ ଯୋଗୀ ଶ୍ରୀ ଅରବିନ୍ଦ ଙ୍କ ମହା ଜୀବନୀ ର ଉପାଖ୍ୟାନା ଉପସ୍ଥାପନ କରି ଥିଲେ, ଅବସର ପ୍ରାପ୍ତ ଇ ରମେଶ ଚନ୍ଦ୍ର ମହାନ୍ତି ଅଧକ୍ଷା ତଥା ଗାଳ୍ପିକା ସଉଦା ମିନି ମହା ରଣା ଶିକ୍ଷା ବିତ ଶତ୍ରୁଘ୍ନ ପ୍ରଧାନ ବଂଶୀ ଧର ରାଉତ ଅଶୋକ ମହାନ୍ତି ପ୍ରମୁଖ ଅଭିଭାଷଣ ପ୍ରଦାନ କରି ଥିଲେ, ମାତୃ ନିଳୟମ ର ଅଧକ୍ଷ ଦିଲୀପ ମହାନ୍ତି ଧନ୍ୟବାଦ ଅର୍ପଣ କରି ଥିଲେ, ସମ୍ପାଦକ ଭାଗ୍ୟଧର ସାମଲ ଅତିଥି ପରି ଚୟ ପ୍ରଦାନ କରି ଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ପାଠ ଚକ୍ର ସଭ୍ୟ କୁଳ ମଣି ସାହୁ ଶରତ ସ୍ୱାଇଁ ରବୀନ୍ଦ୍ର ସାହୁ ମିନତୀ ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ, ଶିକ୍ଷା କେନ୍ଦ୍ର ର ପ୍ରତି ଷ୍ଟତା ସ୍ବର୍ଗତ ଡାକ୍ତର ରବୀନ୍ଦ୍ର ଦାସ ବଟକୃଷ୍ଣ ସ୍ୱାଇଁ ଦାସ ରଥି ପ୍ରଧାନ ଓ ଶିକ୍ଷକ ଅଶୋକ ସାହୁ ଙ୍କ ସ୍ମୁତି ରେ ନିରବ ପ୍ରାର୍ଥନା କରା ଯାଇଥିଲା, ଆଦ୍ୟାଶା ପ୍ରତିହାରୀ ଓ ଦିବ୍ୟ ଲୋଚନ ସାହୁ ଓଡିଶୀ ନୃତ୍ୟ ପରି ବେଷଣ କରି ଥିଲେ, ଛାତ୍ର ଛାତ୍ରୀ ମାନେ ମାତୃ ସଂଗୀତ ଆଧାରିତ ନୃତ୍ୟ ପ୍ରଦର୍ଶନ କରି ଥିଲେ ସମସ୍ତ ଙ୍କୁ ମିଷ୍ଟାର୍ଣ ବଣ୍ଟନ କରା ଯାଇଥିଲା,