ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ରଜନତା ଦଳର  ସଂଗଠନିକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ :-

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ପଟ୍ଟାଙ୍ଗି ମିନିଷ୍ଟାଡିୟମ ଠାରେ ଆଜି ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳିର ବିଜୁ ଛାତ୍ର ଜନତା ଦଳର ସଂଗଠନିକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି l ଉକ୍ତ ବୈଠକଟି ଜିଲ୍ଲା ବିଜୁ ଯୁବଜନତା ଦଳର ସଭାପତି ଲୋଲାଟ ରଞ୍ଜନ ସେଠି ଏବଂ ଜିଲ୍ଲା ଯୁବ ସମ୍ପାଦକ ଦଶରଥ ଖିଲ ଙ୍କ ସହିତ ପଟ୍ଟାଙ୍ଗି ବ୍ଲକ ବିଜେଡି ଯୁବ ସଭାପତି ପ୍ରଦୀପ ପଣ୍ଡା ଙ୍କ ନେତୃତ୍ୱ କାର୍ଯ୍ୟକ୍ରମ ପଟ୍ଟାଙ୍ଗି ମିନିଷ୍ଟାଡିୟମ ଠାରେ ଅନୁଷ୍ଠିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ତଥା ପୂର୍ବତନ ସାଂସଦ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଝୀନ ହିକକ୍କା କୋରାପୁଟ ଯୋଜନା ବଡ଼ ଅଧକ୍ଷ ତଥା ବିଧାୟକ ରଘୁରାମ ପଡାଲ , କୋରାପୁଟ ଜିଲ୍ଲାର ବିଜେଡିର ନେତ୍ରୀ ଶ୍ରୀମତୀ କୁସୁଲୀଆ ହିକକା ଯୋଗଦେଇଥିଲେ ଏବଂ ସନ୍ନମାନିତ ଅଥିତି ଭାବେ ଯୋଗଦେଇଥିଲେ ଥିଲେ ଆଜିର କାର୍ଯ୍ୟକ୍ରମ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳିର ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରୀତମ ପାଢୀ , କୋରାପୁଟ ଜିଲ୍ଲା ଅଧକ୍ଷା ସଶ୍ମିତା ମେଲକା,ବ୍ଲକ ଅଧକ୍ଷା କଳ୍ପନା ପାଙ୍ଗି, ପୂର୍ବତନ ବିଧାୟକ ପ୍ରଫୁଲ କୁମାର ପାଙ୍ଗି ସମେତ ବିଧାୟକ ପ୍ରତିନିଧି ଜୟସିଂ ପଡ଼ାସେଠି ଏବଂ ଅନ୍ୟତମ ଅଥିତି ଭାବେ ଯୋଗଦେଇଥିଲେ ଜିଲ୍ଲା ପରିଷଦ ପଟାଙ୍ଗି ବ୍ଳକ ଜୁନ୍ ୨ ଲଇଛନ ଖରା ସେମିଳିଗୁଡ଼ା ବ୍ଳକ ଉପାଧ୍ୟକ୍ଷ ଶିବା ବାଙ୍ଗାରୀ ଉକ୍ତ କାର୍ଯ୍ୟକ୍ରମରେ ଆଗାମୀ ନିର୍ବାଚନରେ ତୃଣମୂଳ ସ୍ତରରୁ ଯୁବବନ୍ଧୁ ମାନେ କିଭଳି ତତ୍ପର ହେବେ ଆଉ ଆଗାମୀ ନିର୍ବାଚନ ପାଇଁ କିଭଳି ଏକତ୍ରିତ ହୋଇ କାମ କରିବେ ସେ ବିଷୟରେ ଆଲୋଚନା କରାଯିବା ସଙ୍ଗେସଙ୍ଗେ ଯୋଗଦେଇଥିବା ମୁଖ୍ୟ ଏବଂ ସନ୍ନମାନିତ ଅଥିତି ମାନେ ଆମେ ସବୁ ଏକ ହେବା ଆଉ ଆଗାମୀ ଦିନରେ ଶଙ୍ଖ ଚି଼ହ୍ନ ବିଜେଡି ଦଳ ପାଇଁ କାମ କରିବା ସହିତ ସଂଗଠନ ସୁଦୃଢ଼ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଆଲୋଚନା କରାଯାଇଥିଲା,