ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ, ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା..

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍ ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ। ଆସନ୍ତାକାଲି ୧୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍। ବିହାରର ୫ଟି, ଛତିଶଗଡ଼ର ୩ଟି, କର୍ଣ୍ଣାଟକର ୧୪ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟି, କେରଳର ୨୦, ତ୍ରିପୁରା ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ…

ଅଧିକ ପଢନ୍ତୁ

ସକାଳୁ ସକାଳୁ ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା, ପାଟନାରେ ଉତ୍ତେଜନା..

ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ଏଭଳି କିଛି ଘଟଣା ବିହାର ରାଜଧାନୀ ପାଟନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ମୁତାବକ, ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ। ବେଶ୍ ପାଖରୁ ଆସି ସୌରଭଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି…

ଅଧିକ ପଢନ୍ତୁ

‘ଆମେ ଭୋଟ ଦେବା, ଅନ୍ୟମାନଙ୍କୁ ଦେବା ପାଇଁ ବି ପ୍ରବର୍ତ୍ତାଇବା’..

ଭୋଟ ଦେବା ପାଇଁ ଛାତ୍ରୀମାନଙ୍କୁ ଶପଥ କରାଇଲା ଜିଲ୍ଲା ପ୍ରଶାସନ । ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରମାଦେବୀ ଛାତ୍ରୀମାନେ ଭାଗ ନେଇ ନିରପେକ୍ଷ ଭାବେ ନିଜ ପସନ୍ଦ ନେତାଙ୍କୁ ଭୋଟ ଦେବା ପାଇଁ ଶପଥ ପାଠ କରିଥିଲେ। ସମସ୍ତ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ । ନିଜେ ଭୋଟିଂ କରିବା ସହ ଅନ୍ୟମାନଙ୍କୁ ଭୋଟ ଦେବା ପାଇଁ ବୁଝାଇବାକୁ ଖୋର୍ଦ୍ଧା ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପ୍ରଥମ…

ଅଧିକ ପଢନ୍ତୁ

ଅପରାହ୍ନ ୩.୪୫ରେ ଝାରସୁଗୁଡ଼ାରେ ପହଞ୍ଚିବେ ଶାହ, ରାତିରେ ଭୁବନେଶ୍ୱର ଆସିବେ..

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁର ରାମେଶ୍ୱରମ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୫ରେ କରିବେ ବିଶାଳ ନିର୍ବାଚନୀ ସଭା । ସୋନପୁରରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବିଜେପିର ଅନ୍ୟତମ ଷ୍ଟାର ପ୍ରଚାରକ ଅମିତ ଶାହ।  ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ନ ୩ଟା ୪୫ରେ ପହଞ୍ଚିବେ ଶାହ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବାର କାର୍ଯ୍ୟକ୍ରମ ରହିଛି। ସୋନପୁର ସଭାରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିବେ…

ଅଧିକ ପଢନ୍ତୁ

ବାରବାଟୀ-କଟକରୁ ଲଢ଼ିବେ କି ମୋକିମଙ୍କ ଝିଅ ସୋଫିଆ ?

ବିଧିର ବିଧାନ କିଏ କରିବ ଆନ । କଂଗ୍ରେସ କର୍ମକର୍ତ୍ତାଙ୍କ ସହ ବୈଠକରେ ଏଭଳି କହି ସମ୍ବୋଧନ କରିଛନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ। ବାରବାଟୀ-କଟକରେ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ ଫିର୍ଦ୍ଦୋସ। ଦଳୀୟ କର୍ମକର୍ତ୍ତାଙ୍କ ସହ ବସିଥିବା ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି ଏବଂ ଏନେଇ ହାଇକମାଣ୍ଡଙ୍କୁ ଜଣାଇବୁ ବୋଲି କହିଛନ୍ତି ମୋକିମ୍ । ଏହି ବୈଠକରେ ନିଜେ ସୋଫିଆ ମଧ୍ୟ ଯୋଗ ଦେଇଥିଲେ। ଅଦାଲତି ଝିନଝଟରେ ଫସିଥିବାରୁ ବାପାଙ୍କ ନିର୍ବାଚନ ଲଢ଼ିବା ସମ୍ଭାବନା ଏକପ୍ରକାର ଶେଷ ହେବା…

ଅଧିକ ପଢନ୍ତୁ

ଦିନରେ ପ୍ରବଳ ଖରା ଯୋଗୁଁ  ପ୍ରଚାର ମାନ୍ଦା । ଖରା କମିଲେ ପ୍ରଚାରକୁ ଓହ୍ଲାଉଛନ୍ତି ନେତା ଓ କର୍ମୀ ।

ତାତି କମିଲେ ପ୍ରଚାର ଜମୁଛି । ଦିନରେ ପ୍ରବଳ ଖରା ଯୋଗୁଁ ନିର୍ବାଚନୀ ପ୍ରଚାରରେ ସମାନ୍ୟ ପ୍ରଭାବିତ ହେଉଥିବା ବେଳେ ସନ୍ଧ୍ୟାକୁ ଅପେକ୍ଷା କରି ରହୁଛନ୍ତି ପ୍ରାର୍ଥୀ । ଆଉ ଖରା ଟଳିଗଲେ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କୁ ନେଇ ପ୍ରଚାରକୁ ବାହାରି ଯାଉଛନ୍ତି । ଟାଣ ଖରାକୁ ଯେମିତି ପ୍ରାର୍ଥୀ ଓ ସମର୍ଥକଙ୍କୁ ଅଡ଼ୁଆ ସ୍ଥିତିରେ ପକାଇ ଦେଉଛି । ଟାଇଁ ଟାଇଁ ଖରା । ପ୍ରବଳ ଖରାରେ ବି ଚାଲିଛି ପ୍ରଚାର। ସମର୍ଥକ ଓ କର୍ମୀଙ୍କୁ…

ଅଧିକ ପଢନ୍ତୁ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରୁଛି ନିର୍ବାଚନ ପ୍ରଚାର। ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୯ଟି ଆସନରେ ଏପ୍ରିଲ ୨୬ରେ ହେବ ମତଦାନ।

ଆଜି ସରୁଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର । ଆଉ ଦିନକ ପରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏପ୍ରିଲ ୨୬ ତାରିଖରେ ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୫ ଦଶିମିକ ୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏଥର ମତଦାନ ହାର ବଢିବ ବୋଲି କୁହାଯାଉଛି । ପ୍ରଥମ…

ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା ଗାନ୍ଧି ।

ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । କିଛି ଦିନ ତଳେ ମୋଦି କହିଥିଲେ, ମହିଳାଙ୍କ ସୁନା ନେଇ କଂଗ୍ରେସ ସାଧାରଣ ଲୋକଙ୍କୁ ବାଂଟିଦେବ । ଆଉ ଦେଶର ସମ୍ପତ୍ତିିରେ ସଂଖ୍ୟାଲଘୁ ମୁସଲମାନଙ୍କ ପ୍ରଥମ ଅଧିକାର ରହିଛି ବୋଲି ମନମୋହନ ସିଂଙ୍କ କଥାକୁ ଉଦ୍ଧାର କରି ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଆଉ ଏହାର ପାଲଟା ଜବାବ ଦେଇଛନ୍ତି ପ୍ରିୟଙ୍କା । ସାଧାରଣ ସଭାକୁ ସମ୍ବୋଧିକ କରି ପ୍ରିୟଙ୍କା…

ଅଧିକ ପଢନ୍ତୁ

ଟି-୨୦ ବିଶ୍ୱକପରେ ଖେଳାଳୀ ଚୟନକୁ ନେଇ ଗାଙ୍ଗୁଲିଙ୍କ ବଡ଼ ବୟାନ: କହିଲେ ବିଶ୍ୱକପରେ ରୋହିତ, କୋହଲି ଓପନିଂ କରିବା ଦରକାର …

ଆଇପିଏଲ ପରେ ଆରମ୍ଭ ହେଉଛି ଟି-୨୦ ବିଶ୍ୱକପ । କିନ୍ତୁ ଏପର୍ଯ୍ୟନ୍ତ  ବିଶ୍ୱକପ ପାଇଁ ଖେଳାଳୀ ଚୟନ କରିନାହିଁ ବିସିସିଆଇ । ଆଇପିଏଲରେ ବହୁ ଖେଳାଳୀ ଭଲ ପଦର୍ଶନ ଜାରି ରଖିଥବା ବେଳେ ଟିମରେ କାହାକୁ ସାମିଲ କରାଯିବ ଏବଂ କେଉଁମାନେ ୧୧ ଜଣିଆ ଟିମରେ ରହିବେ ତାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହାରି ଭିତରେ ଭାରତର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି କହିଛନ୍ତି, ରୋହିତ ଶର୍ମା ଏବଂ ବିରାଟ…

ଅଧିକ ପଢନ୍ତୁ

National Panchayati Raj Day 2024: ଗାଁର ବିକାଶରେ ପଞ୍ଚାୟତିରାଜ ବ୍ୟବସ୍ଥା; ଜାଣନ୍ତୁ କିଏ ଏହାର ଜନକ..

ଆମ ଦେଶରେ, ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ୱ ରହିଛି। କୌଣସି ଦିନ ମହାପୁରୁଷଙ୍କ ଜନ୍ମ ବାର୍ଷିକୀ ପାଳନ ହୁଏ ତ ଆଉ କେଉଁ ଦିନ କୌଣସି ପର୍ବ-ପର୍ବାଣୀ ବା କେଉଁ ଉତ୍ସବକୁ ଖୁବ ଆନନ୍ଦରେ ପାଳନ ହୁଏ। ଏହି ପରିପ୍ରେକ୍ଷୀରେ ୨୪ ଏପ୍ରିଲ୍ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ଦିନ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଏ। ପଞ୍ଚାୟତିରାଜ ବ୍ୟବସ୍ଥା ଦେଶର ସର୍ବ ପୁରାତନ ଶାସକ ସଂଗଠନ ମଧ୍ୟରୁ ଅନ୍ୟତମ। ଏହି ଦିନର ନିଜସ୍ୱ…

ଅଧିକ ପଢନ୍ତୁ