ସେମିଳିଗୁଡ଼ା ସବା ଗୃହ ଠାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ:

କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ସ୍ଥିତ ଶଭାଗୃହ ଠାରେ ଏକ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ ମାଜିଷ୍ଟ୍ରେଟ୍,ଉପ ଜିଲ୍ଲାପାଳ ବେଣୁଧର ଶବର, ସେମିଳିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଷ୍ମୀ ନାୟରଣ ସାବତ, ସେମିଳିଗୁଡ଼ା ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟା ବାରିଆ, ଉପସ୍ଥିତ ରହିଥିଲେ। ସେମିଳିଗୁଡା ବ୍ଲକର ୧୭ ଗୋଟି ଗ୍ରାମ ପଂଚାୟତ ର ଭିଭିନ୍ନ ଗ୍ରାମବାସୀ ଉପସ୍ଥିତ ରହି ଏଥିରେ ନିଜ ନିଜର ଅଭିଯୋଗ…

ଅଧିକ ପଢନ୍ତୁ

ସବ କା ସାଥ, ସବକା ବିକାଶ,ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ କ୍ଷେତ୍ରରେ ପ୍ରତିବଦ୍ଧ ‘ମୋଦି ସରକାର’ ବିରଞ୍ଚି ତ୍ରିପାଠୀ :

ଭୁବନେଶ୍ୱର, ତା.୩୧/୦୧: ନୂଆ ସଂସଦର ବଜେଟ୍ ଅଧିବେଶନରେ ପ୍ରଥମ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ମୋଦି ସରକାରଙ୍କ ଐତିହାସିକ ସଫଳତାର ଲମ୍ବାସୂଚୀ ବଖାଣିଥିଲେ । ଗତ ୧୦ବର୍ଷ ଶାସନରେ ମୋଦି ସରକାରଙ୍କ ପ୍ରତିବଦ୍ଧତା ଗୋଟିଏ ପରେ ଗୋଟିଏ ତାଙ୍କ ଅଭିଭାଷଣରେ ପ୍ରଦାନ କରିଛନ୍ତି । ସ୍ୱାଧୀନତାର ଅମୃତକାଳରେ ଭାରତ ସରକାର ଦଶନ୍ଧି ଦଶନ୍ଧି ଧରି ଛନ୍ଦି ହୋଇ ରହିଥିବା ଦେଶର ବଡ ବଡ ତଥା ଜଟିଳ ସମସ୍ୟାଗୁଡିକର ବିଗତ ୧୦ବର୍ଷ ମଧ୍ୟରେ ସୂଚାରୁ…

ଅଧିକ ପଢନ୍ତୁ

ଧାନ ମଣ୍ଡିରେ ବ୍ୟାପକ ଦୃନୀତି :

ଧାନ ମଣ୍ଡିରେ ବ୍ୟାପକ ଅନିୟମତା, ଓଡିଶା ସରକାର ଙ୍କ ଚାଷୀ ମାରଣ ଓ ଶୋଷଣ ପ୍ରତିବାଦରେ ଯାଜପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ପାଣ୍ଡଵ ଚରଣ ଧଳ, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ରାଉତ ଓ କଳିଙ୍ଗ କେଶରୀ ମହାନ୍ତି ଉପସଭାପତି ଉପେନ୍ଦ୍ର କର, ମହେନ୍ଦ୍ର ପହି ନିତ୍ୟାନନ୍ଦ ମହାଲିକ, ରବୀନ୍ଦ୍ର କୁମାର ଶତପଥୀ, ମନ୍ମଥ ଜେନା ଓ ସୁନାରାମ ମାରାଣ୍ଡି ସମେତ ଅନେକ କାର୍ଯ୍ୟ କାରିଣୀ ସଦସ୍ୟ ଯୋଗ ଦେଇ ମଣ୍ଡିରେ ବ୍ୟାପକ ଦୁର୍ନୀତିର…

ଅଧିକ ପଢନ୍ତୁ

ବିଶ୍ଵକର୍ମା ଯୋଜନାରେ ସାମିଲ ହେବାକୁ  ଚାହୁଥିଲେ , ଶୀଘ୍ର ଆବେଦନ କରନ୍ତୁ ,

ପୋର୍ଟାଲ ଗତ 17/09/2023 ଦିନ ଠାରୁ  କାର୍ଯ୍ୟକାରୀ ହେଉଅଛି ।   Document -1. ADHARA CARD                     2. BANK PASSBOOK         3. ରେସନ କାର୍ଡ ( ବାଧ୍ୟାତା ନୁହେଁ)    ଯୋଗ୍ୟତା – ନିମ୍ନ ରେ ଦିଆଯାଇଥିବା କୌଳିକ ବୃତ୍ତି ଧାରୀମାନେ ଆବେଦନ  କରିପାରିବେ ,        ଯଥା –  1.ବଢେଇ,              2.ବଣିଆ,             3. ରାଜମିସ୍ତ୍ରୀ ,              4.କମାର ,              5.କୁମ୍ଭାର ,              6. ବାରିକ             7. ତାଲା କାରିଗର,              8.ପଥର…

ଅଧିକ ପଢନ୍ତୁ

ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ବିବାଦୀୟ କୋଟିଆ ପଞ୍ଚାୟତ ସମ୍ମୁଖରେ :-

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସମ୍ମୁଖରେ ଆଜି ଶାନ୍ତି ଶୃଙ୍ଖଳା ରକ୍ଷା କରି ସାଇବର ଠକେଇରୁ ସୁରକ୍ଷା ପାଇବା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଚେତନତା କରିଥିଲେ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ପାଙ୍ଗି ସମ୍ମାନୀୟ ଅତିଥି ଜିଲ୍ଲା ପରିଷଦ ସଭ୍ୟା ଟିକେଇ ଗେମେଲ, ସୁନାବେଡ଼ା ଏସ୍ ଡିପିଓ ମୋନଜ କୁମାର ବେହେରାଙ୍କ ଉପସ୍ଥିତ ରହିଥିବା ବେଳେ…

ଅଧିକ ପଢନ୍ତୁ

ଅଭିଯୋଗ ଶୁଣିଲେ ନାହିଁ, କିନ୍ତୁ ଚାକିରୀରୁ ବହିଷ୍କାର କରିବା ଦୁର୍ଭାଗ୍ୟଜନକ : ସମୀର ମହାନ୍ତି

ଭୁବନେଶ୍ୱର, ତା.୦୫/୧୦: ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଆମ ଓଡିଶାର ଝିଅ ରାଷ୍ଟ୍ରପତି ହୋଇଛନ୍ତି । କିନ୍ତୁ ସେହି ଜିଲ୍ଲାରେ ଝିଅଙ୍କ ଦୁଃଖ ନଶୁଣି ଚାକିରୀରୁ ବହିଷ୍କାର କରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ।ସମୀର ମହାନ୍ତି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରୀ ମହାନ୍ତି କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନମଣ୍ଡଳୀ…

ଅଧିକ ପଢନ୍ତୁ

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନନ୍ଦିନୀ ଶତପଥୀ, ବିରେନ ମିତ୍ର, ଭଗବତୀ ଚରଣ ପାଣିଗ୍ରାହୀଙ୍କ ଘରୁ କଳସରେ ମାଟି ସଂଗ୍ରହ କଲେ ବିଜେପି ରାଜ୍ୟ ସଭାପତି  :-

ଭୁବନେଶ୍ୱର / କଟକ, ତା.୦୪/୧୦: ଅମର ‘ଯବାନ’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ‘ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା’ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି…

ଅଧିକ ପଢନ୍ତୁ

ଆଦିବାସୀ ବିରୋଧୀ ନବୀନ ସରକାର’ : ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର,ତା.୦୪/୧୦: ଆଦିବାସୀମାନଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ତଥା ସାଂସ୍କୃତିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନରେ ଅନେକ ବ୍ୟବସ୍ଥା ରହିଛି । ରାଜ୍ୟର ୨୨ଟି ଆଇଟିଡିଏକୁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି । ଓଆରଭି ଓ ପେସା ଆଇନକୁ କାର୍ଯ୍ୟକାରୀ ନକରିବାରୁ ଜନଜାତିବର୍ଗଙ୍କ ସାମାଜିକ, ନ୍ୟାୟିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ନିୟମିତ ଭାବେ ଟିଏସି କମିଟି ବୈଠକ ନହେବା କାରଣରୁ ସାମ୍ବିଧାନିକ ଅଧିକାରରୁ ବଂଚିତ…

ଅଧିକ ପଢନ୍ତୁ

ବିରୋଧୀ ଦଳ ନେତାଙ୍କୁ କହିବାକୁ ଦିଆଯାଉନାହିଁ, ମାଇକରୁ ସାଉଣ୍ଡ କାଟି ଦିଆଯିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ,: ଜୟ ନାରାୟଣ ମିଶ୍ର :-

ଭୁବନେଶ୍ୱର,ତା.୦୪/୧୦: ବିଧାନସଭା ବନ୍ଦ କରି ସରକାର ପଳାୟନପନ୍ଥୀ ସାଜିଛନ୍ତି । ଆଶ୍ଚର୍ଯ୍ୟର କଥା ଯେଉଁ ମୁଖ୍ୟମନ୍ତ୍ରୀ ୨୦୧୯ ମସିହାରୁ ଗୋଟିଏ ବି ଷ୍ଟାର ପ୍ରଶ୍ନର ଛିଡା ହୋଇକି ଉତର ରଖିନାହାଁନ୍ତି, ହଠାତ୍ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦବା ପାଇଁ ଗୃହରେ ଲିଖିତ ବିବରଣୀ ପଢିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦେବାକୁ ଯାଇ ଏଭଳି ଆତ୍ମବିଭୋର ହୋଇଗଲେ ଯେ, ବିରୋଧୀଦଳକୁ କୁତ୍ସାରଟନା କରିବାକୁ ଯାଇ ଜନବିରୋଧୀର ଆଖ୍ୟା ଦେଲେ । ଏହା ଅତ୍ୟନ୍ତ…

ଅଧିକ ପଢନ୍ତୁ