*ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ପଦାଧିକାରିଙ୍କ ନାମ ତାଲିକା ଘୋଷଣା :,

ଭୁବନେଶ୍ୱର ତା.୦୫/୦୯: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଆଜି କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା କରିଛନ୍ତି,


କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ସୂର୍ଯ୍ୟ ନାରାୟଣ ମହାପାତ୍ର, ହୃଷିକେଶ ଜେନା, ପ୍ରଦୀପ କୁମାର ପତ୍ରୀ, ବିପଦ ଭଞ୍ଜନ ଦାସ, ହଳପାଣି ମାଝୀ ଓ ଚନ୍ଦ୍ରଶେଖର ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦକ ଭାବେ ସମୀର ପାତ୍ର ଓ ଉପେନ୍ଦ୍ର ଭଞ୍ଜ; ରାଜ୍ୟ ସଂପାଦକ ଭାବେ ମହେନ୍ଦ୍ର ଠାକୁର, ବିକ୍ରମ କେଶରୀ ରାଉତରାୟ, ମନୋଜ କୁମାର ସାହୁ, ଅଶୋକ କୁମାର ରଥ, ପାରାଉ ମୁର୍ମୁ; କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ସ୍ୱାଇଁ; କାର୍ଯ୍ୟାଳୟ ସଂପାଦକ ଭାବେ ଅଜୟ କୁମାର ସାହୁ; ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ପ୍ରଦୀପ କୁମାର ସାହୁ ଏବଂ ସାମାଜିକ ଗଣମାଧ୍ୟମ ସହ-ସଂଯୋଜକ ଭାବେ ଶିବପ୍ରସାଦ ଶ୍ରୀଚନ୍ଦନ ଓ ସୁଧାକର ସାହୁଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।
କୃଷକ ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବ, ଭାଗିରଥୀ ପ୍ରଧାନ, ଶିବାଜୀ ମହାନ୍ତି, ପ୍ରଦୀପ ପୁରୋହିତ, ବିଜୟ ଖାଲକୋ, ଦିଲୀପ କୁମାର ସ୍ୱାଇଁ, ମନିଷା ଚିନ୍ମୟୀ ବେହେରା, ଶ୍ରୀରଞ୍ଜନ ମଙ୍ଗରାଜ, ଶୁଭ୍ରାଂଶୁ ପାଢୀ, ଯଦୁମଣି ପାଣିଗ୍ରାହୀ, ରାମଚନ୍ଦ୍ର ପାତ୍ର, ରାଧାକାନ୍ତ ମହନ୍ତ, କାମାକ୍ଷା ପ୍ରଧାନ, ଲକ୍ଷବଚ୍ଚ ବାଗ୍‌, ମଦନ ପ୍ରଧାନଙ୍କୁ ମନୋନୀତ କରାଯାଇଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ୪୮ ଜଣ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ବାବେ ୩୫ଜଣଙ୍କୁ ମନୋନୀତ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସାହୁ ପ୍ରେସ ବାର୍ତାରେ ଜଣାଇଛନ୍ତି ।
ସେହିପରି ୩୪ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଅନୁଗୁଳ – ବିଜୟ କୁମାର ମାଝୀ, ବାଲେଶ୍ୱର – କୈଳାଶ ଚନ୍ଦ୍ର ବାରିକ, ଭଦ୍ରକ – ଅଶୋକ କୁମାର ରାଉଳ, ଭୁବନେଶ୍ୱର – ବିକ୍ରମ ପ୍ରଧାନ, ବଲାଙ୍ଗୀର – ମାଧବ ସ, ବୈାଦ୍ଧ – ରବିନ୍ଦ୍ର କୁମାର ଦେଓ, ବରଗଡ – ଯଶବନ୍ତ ସେଠ୍‌, ମୟୁରଭଞ୍ଜ (ବାରିପଦା) – ଶିଶିର କୁମାର ମହନ୍ତ, ସୁନ୍ଦରଗଡ (ବଣେଇ) – ରେଙ୍ଗାପୁ ପ୍ରଧାନ, କଟକ ସହର – ସୁଶାନ୍ତ କୁମାର ମହାନ୍ତି, କଟକ ସଦର – ଉତ୍କଳମଣି ମନ୍ତ୍ରୀ, ଦେବଗଡ – ଯୋଗେଶ୍ୱର ବିଶ୍ୱାଳ, ଗଜପତି – ପ୍ରଶାନ୍ତ କୁମାର ପାଲୋ, ଗଂଜାମ – ମହନ୍ତ ଚିନ୍ମାୟନନ୍ଦ, ଘୁମୁସୁର – ରବିନ୍ଦ୍ର କୁମାର ପାତ୍ର, ଜଗତସିଂହପୁର – ତପନ କୁମାର ବେହେରା, ଯାଜପୁର – ପାଣ୍ଡବ ଚନ୍ଦ୍ର ଧଳ, ଝାରସୁଗୁଡା – ମୁରାରୀ ପାଣିଗ୍ରାହୀ, କଳାହାଣ୍ଡି – କେଶରୀ ଦୁର୍ଗା, କନ୍ଧମାଳ – ଅବନେଶ୍ୱର ପ୍ରଧାନ, କେନ୍ଦ୍ରାପଡା – ଶ୍ରୀଧର ପ୍ରସାଦ ପ୍ରଧାନ, କେନ୍ଦୁଝର – ଭାଗିରଥୀ ସିଂହ, ଖୋର୍ଦ୍ଧା – ତାପସ ଜେନା, କୋରାପୁଟ – ଭଗବାନ ମୁଦୁଲି, ମାଲାକାନଗିରି – ବିଜୟ କୁମାର ବୈରାଗୀ, ସୁନ୍ଦରଗଡ (ପାନପୋଷ) – ଶୁକଦେବ ପ୍ରଧାନ, ନବରଙ୍ଗପୁର – ସୋନା ମାଝୀ, ନୟାଗଡ – ଶ୍ରୀନିବାସ ପ୍ରଧାନ, ନୁଆପଡା – ଗୋବର୍ଦ୍ଧନ ସାହୁ, ପୁରୀ – ଅଜୟ କୁମାର ପ୍ରଧାନ, ରାୟଗଡା – କୃଷ୍ଣଚନ୍ଦ୍ର ପଣ୍ଡା, ସମ୍ବଲପୁର – ସମୀର ରଂଜନ ବାବୁ, ସୁବର୍ଣ୍ଣପୁର – ଶିବରାଜ ବେହେରା, ସୁନ୍ଦରଗଡ – ରବି ଚନ୍ଦ୍ର ପଟେଲ ।