୬.୫%ରେ ରେପୋରେଟ୍ ଅପରିବର୍ତ୍ତିତ ରଖିଲା RBI..

ପୁଣି ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଫଳରେ ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି ଘୋଷଣା କରିଛି। ଆର.ବି.ଆଇ ମନିଟାରୀ ପଲିସି କମିଟି ସଦସ୍ୟ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି। କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟରେ ପରିବର୍ତ୍ତନ କରାଯାଇନାହିଁ । ଗତ ବର୍ଷ ଫେବୃଆରୀରେ…

ଅଧିକ ପଢନ୍ତୁ

୧୨ ଘଣ୍ଟାର ଅପରେସନ; ଭାରତୀୟ ନୌସେନାର ସଫଳତା, ଆତ୍ମସମର୍ପଣ କଲେ ଲୁଟେରା..

୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ଉଦ୍ଧାର ହେଲେ ୨୩ ପାକିସ୍ତାନୀ ନାଗରିକ । ଆରବ ସାଗରରେ ଇରାନର ଫିସିଂ ଭେସଲ ଅପହରଣ ପରେ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା । ଆଇଏନଏସ ତ୍ରିଶୁଳ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ ଭାରତୀୟ ନୌସେନା । ଜାହାଜରୁ ୨୩ ଜଣ ପାକିସ୍ତାନୀ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୂରା ଅଞ୍ଚଳକୁ ଲୁଟେରା ମୁକ୍ତ କରିବା…

ଅଧିକ ପଢନ୍ତୁ

ମୁଖତାର ଅନସାରୀର ଆଜି ଅନ୍ତିମ ସଂସ୍କାର, ପୂରା ଅଞ୍ଚଳରେ କଡା ସୁରକ୍ଷା..

ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଆଜି ଅନ୍ତିମ ସଂସ୍କାର ହେବ । ଉତ୍ତରପ୍ରଦେଶର ଗାଜିପୁରରେ ତାଙ୍କର ଅନ୍ତିମ ସଂସ୍କାର ହେବ । ଗତକାଲି ବିଳମ୍ବିତ ରାତ୍ରିରେ ଗାଜିପୁର ସ୍ଥିତ ବାସଭବନରେ ମୃତଦେହ ପହଞ୍ଚିଥିଲା । ଆଜି ସକାଳ ୧୦ଟାରେ ଅନ୍ତିମ ସଂସ୍କାର ହେବ । ଏଥିପାଇଁ ପୂରା ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତାଙ୍କ ଘର ପାଖରେ ପୋଲିସର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ତିମ ସଂସ୍କାରରେ ଅନସାରୀ ପରିବାର ଉପସ୍ଥିତ ରହିବେ…

ଅଧିକ ପଢନ୍ତୁ

ରାମେଶ୍ୱରମ କାଫେ ବିସ୍ଫୋରଣ: ୨ ଅଭିଯୁକ୍ତଙ୍କୁ ଧରାଇଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ପକ୍ଷରୁ ପୁରସ୍କାର ଘୋଷଣା । ପ୍ରତ୍ୟେକ ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଧରାଇ ଦେଲେ ପୁରସ୍କାର ସ୍ୱରୂପ ମିଳିବ ୨୦ ଲକ୍ଷ ଟଙ୍କା । ଏଥିସହ ତଥ୍ୟଦାତାଙ୍କ ପରିଚୟ ସଂପୂର୍ଣ୍ଣ ଗୋପନ ରଖାଯିବ ବୋଲି NIA ସୂଚନା ଦେଇଛି । ଏହି ବିସ୍ଫୋରଣ ଘଟଣାରେ ଏ.ଏମ ଅହମ୍ମଦ ତାହ୍ଆ ଏବଂ ମୁସାବିର…

ଅଧିକ ପଢନ୍ତୁ

ଡିପଫେକ୍‌ ରୋକିବାକୁ ବିଲ୍‌ ଗେଟସ୍‌ଙ୍କୁ ମୋଦିଙ୍କ ପ୍ରସ୍ତାବ; କହିଲେ, AI କଣ୍ଟେଣ୍ଟରେ ୱାଟରମାର୍କ ରହୁ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟସ୍‌ଙ୍କ ମଧ୍ୟରେ ଏକ ଆଲୋଚନା ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ବ୍ୟବହାରଠୁ ନେଇ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣ ଉପରେ ଚର୍ଚ୍ଚା କରିଛନ୍ତି ମୋଦି-ବିଲ୍‌ ଗେଟସ୍‌। ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ ମଧ୍ୟରେ ହେଉଛି ଆଲୋଚନା। ଭାରତର ଡିଜିଟାଲ୍ ବିପ୍ଲବ କଥା ବିଲ୍ ଗେଟସ୍‌ଙ୍କୁ ବୁଝାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱର ପ୍ରଖ୍ୟାତ ବ୍ୟବସାୟୀ…

ଅଧିକ ପଢନ୍ତୁ

ଗୋଟିଏ ଭୋଟ ପାଇଁ ଜଙ୍ଗଲ-ପାହାଡ଼-ନଦୀ ଡିଅନ୍ତି ପୋଲିଂ ଅଫିସର୍..

ଜଣେ ମାତ୍ର ଭୋଟରଙ୍କ ପାଇଁ ପୂରା ବୁଥର ପ୍ରତିଷ୍ଠା କରାଯାଇଛି । ବିଗତ ନିର୍ବାଚନମାନଙ୍କରେ ବନେଜରେ ଥିବା ଗିର୍ ଜଙ୍ଗଲ ମଧ୍ୟରେ ବୁଥ୍ ପ୍ରତିଷ୍ଠା କରାଯାଇଛି । ସେ ଜଙ୍ଗଲ ମଧ୍ୟରେ ଜଣେ ମାତ୍ର ଭୋଟର ରହୁଥିଲେ । ଜଙ୍ଗଲ ଭିତରେ ଥିବା ଶିବ ମନ୍ଦିରର ପୁରୋହିତ ଥିଲେ ମହନ୍ତ ହରିଦାସ ଜୀ । ଗଣତନ୍ତ୍ରରେ ନିର୍ବାଚନ ଏକ ବଡ଼ ପର୍ବ । ଗଣତନ୍ତ୍ର ‘ମନ୍ଦିର’ ହେଲେ ନିର୍ବାଚନ ‘ଦେବତା’ । ନିଜ ନେତା ବା ସେବକଙ୍କୁ…

ଅଧିକ ପଢନ୍ତୁ

ହୋଲି ସ୍ପୋଶାଲ୍ ଟ୍ରେନରେ ଲାଗିଲା ନିଆଁ; ଜୀବନ ବିକଳରେ ଡେଇଁପଡିଲେ ଯାତ୍ରୀ..

ସୂଚନା ପାଇବା ମାତ୍ରେ ସେଠାରେ ଅଧିକାରୀଙ୍କ ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ କିଚି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ବିଳମ୍ୱିତ ରାତିରେ ହୋଲି ସ୍ପୋଶାଲ୍ ଟ୍ରେନରେ ଅଗ୍ନିକାଣ୍ଡ। ବିହାରର କାରିସାଥ ଷ୍ଟେସନ ନିକଟରେ ହଠାତ୍ ନିଆଁ ଲାଗାଯାଇଥିଲା। ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଥିବା ଜଣାପଡିଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କର ଜୀବନ ହାନି ହୋଇନଥିବା ଜଣାପଡିଛି। ତୁରନ୍ତ ରେଳବିଭାଗର…

ଅଧିକ ପଢନ୍ତୁ

ବଢିବ ଦିନ ମଜୁରିଆଙ୍କ ପାରିଶ୍ରମିକ, ଏଣିକି ନ୍ୟୁନତମ ବେତନ ନୁହେଁ ଜୀବନଯାପନ ବେତନ

କେନ୍ଦ୍ର ସରକାର ଭାରତରେ ୨୦୨୫ ସୁଦ୍ଧା ନ୍ୟୁନତମ ବେତନ ବଦଳରେ ଜୀବନଯାପନ ବେତନ ଲାଗୁ କରିପାରନ୍ତି । ଏହାକୁ ଆକଳନ ଓ ଲାଗୁ କରିବା ପାଇଁ ଏକ ଫ୍ରେମ୍‌ୱାର୍କ କରାଯିବ । ଯେଉଁଥିପାଇଁ ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନକୁ ଟେକ୍‌ନିକାଲ ସାହାୟତା ମଗାଯାଇଛି । ଶ୍ରମିକମାନେ ଯେଭଳି ସେମାନଙ୍କର ମୌଳିକ ଆବଶ୍ୟକତାକୁ ଭଲ ଭାବେ ପୁରଣ କରିପାରିବେ, ଜୀବନଯାପନ ବେତନରେ ସେହିଭଳି ବ୍ୟବସ୍ଥା କରାଯିବ । ଅର୍ଥାତ ସାଧାରଣ ଭାବରେ କହିବାକୁ ଗଲେ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ପାଇବ…

ଅଧିକ ପଢନ୍ତୁ

ନୃଶଂସ ବାପାର ବର୍ବର କାଣ୍ତ; ବିବାହ ପୂର୍ବରୁ ପୁଅକୁ ଛୁରୀ ଭୁସି ହତ୍ୟା କଲା…

ପାରିବାରିକ କଳହ ନେଲା ମୁଣ୍ଡ । ବିବାହର ଦିନକ ପୂର୍ବରୁ ପୁଅକୁ ହତ୍ୟା କଲା ବାପା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ନୃଶଂସ ବାପାର ବର୍ବର କାଣ୍ତ  । ପାରିବାରିକ କଳହ ନେଲା ମୁଣ୍ଡ । ବିବାହର ଦିନକ ପୂର୍ବରୁ ପୁଅକୁ ହତ୍ୟା କଲା ବାପା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ଦେଓଲି ଏକ୍ସଟେନ୍ସନ୍ ଅଞ୍ଚଳରେ ଜଣେ ବାପା ତାଙ୍କ ପୁଅ ତ‌ଥା…

ଅଧିକ ପଢନ୍ତୁ

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର; ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଆଜି ମହାଶିବରାତ୍ରି । ଦେବ ଦେବ ମହାଦେବଙ୍କ ଉପାସନା ଲାଗି ଜାଗର ପାଳୁଛନ୍ତି ଶ୍ରଦ୍ଧାଳୁ। କିମ୍ବଦନ୍ତୀ ରହିଛି ସାରା ସଂସାରର ରକ୍ଷା ଲାଗି ବିଷପାନ କରିଥିଲେ ମହାଦେବ। ଭଗବାନଙ୍କ ଜୀବନ ରକ୍ଷା ଲାଗି ସାରା ବିଶ୍ବ ଦୀପ ଜାଳି ଜାଗର ରହିଥିଲେ। ଆଜିର ଦିନରେ ନିଜ ପରିବାରର ଶୁଭ ମନାସି ଶ୍ରଦ୍ଧାଳୁ, ଉପବାସ ରହିବା ସହ ଶୈବାଳୟ ଯାଇ ଦୀପ ଜାଳିଥାନ୍ତି। ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିଥାନ୍ତି।ଏଥିପାଇଁ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର ।…

ଅଧିକ ପଢନ୍ତୁ