ଭାରସାମ୍ୟ ହରାଇ ଘାଟିରେ ପିଟିହେଲା ବସ୍; ୨୦ ଆହତ..

ମୟୂରଭଂଜ ବାଙ୍ଗିରିପୋଷି ଘାଟିରେ ପୁଣି ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଯାଇଛି । ଫଳରେ ଡ୍ରାଇଭର ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି । ୨୦ରୁ ଅଧିକ ଆହତ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ରାଉରକେଲାରୁ ମୁର୍ସିଦାବାଦ ଅଭିମୁଖେ ଯାଉଥିଲା । ବାଙ୍ଗିରିପୋଷି ପୋଲିସ…

ଅଧିକ ପଢନ୍ତୁ

ପାଣି ଟୋପେ ପାଇଁ ଡହଳବିକଳ ଲୋକେ, ଶୁଖିଲା ପଡିଛି ଅମୃତ ଧାରା ପ୍ରକଳ୍ପ..

ଗ୍ରୀଷ୍ମ ଆରମ୍ଭରୁ ବାଲେଶ୍ୱର ସହରର ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ନିର୍ମିତ ଅମୃତ ଧାରା ପ୍ରକଳ୍ପ ଶୁଖିଲା ପଡିଛି । ଏବେ ଖରାର ପ୍ରକୋପ ବଢିଥିବା ବେଳେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି ଲୋକ । ସେପଟେ ପୌରାଧ୍ୟକ୍ଷା ଘଟଣାକୁ ସ୍ୱୀକାର କରିବା ସହ ଅସ୍ଥାୟୀ ଜଳଛତ୍ର ଖୋଲି ସମସ୍ୟାର ସମାଧାନ ପାଇଁ କରିଛନ୍ତି ଉଦ୍ୟମ । ବାଲେଶ୍ୱରରେ ପାରଦ ବଢୁଛି, ତା ସହ…

ଅଧିକ ପଢନ୍ତୁ

ତାଳଚେର କଣିହାଁ NTPCରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ..

ତାଳଚେର କଣିହାଁ NTPCରେ ବଡ଼ ଧରଣର ଅଗ୍ନିକାଣ୍ଡ। ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି। କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି । ତେବେ ପ୍ଲାଣ୍ଟ ଭିତରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ୫ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ହୋଇଛି । ବର୍ତ୍ତମାନ ସୁଦ୍ଧା କିନ୍ତୁ ନିଆଁକୁ ଆୟତ୍ତ କରିପାରି ନାହିଁ। ତେବେ କନଭେୟର ବେଲ୍ଟରୁ କୋଇଲାରେ ଲାଗିଯାଇଥିବାରୁ ଅଞ୍ଚଳ ଧୁଆଁମୟ ହୋଇଯାଇଛି। ତେବେ କେଉଁ ପରିସ୍ଥିତିରେ…

ଅଧିକ ପଢନ୍ତୁ

ନାଳକୁ ଖସିଲା ମୋ-ବସ୍, ୨୦ ଯାତ୍ରୀ ଆହତ…

ନାଳକୁ ଖସିଲା ମୋ-ବସ୍ , ୨୦ ଯାତ୍ରୀ ଆହତ। ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସିଲା ମୋ-ବସ୍ । ୨୦ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ବରରୁ ଖୋର୍ଦ୍ଧା ଆସୁଥିଲା ବସ୍ ।  ସୂଚନାନୁସାରେ, ଦୁର୍ଘଟଣା ଘଟିବା ସମୟରେ ପ୍ରାୟ ୨୫ରୁ ୩୦ ଜଣ ଯାତ୍ରୀ ଥିଲେ । ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ଦୁଇଜଣ ଗୁରୁତର ଥିବା କୁହାଯାଉଛି । କିଛି ଯାତ୍ରୀଙ୍କୁ ଅଧିକ ଚିକିତ୍ସା…

ଅଧିକ ପଢନ୍ତୁ

ଖରାରେ ଖେଳିବା ମନା, ତାତିକୁ ଦେଖି ଆଉଟ୍‌ଡୋର ଗେମ୍‌ ଉପରେ କଟକଣା..

ଖରାରେ ଖେଳିବା ଉପରେ ଲାଗିଲା କଟକଣା । ପ୍ରବଳ ଖରା ହେଉଥିବାରୁ ଆଉଟ୍ ଡୋର୍ ଖେଳ ଉପରେ କଟକଣା ଲଗାଇଲେ ସରକାର । ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି SRC । ଖରାରେ ବିଭିନ୍ନ ଜାଗାରେ ଖେଳ ଚାଲୁଥିବା ଜଣାପଡ଼ିବା ପରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ବିଶେଷକରି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନ…

ଅଧିକ ପଢନ୍ତୁ

ପୁରୀ ପୋଲିସକୁ ବଡ଼ ସଫଳତା, ଦେଢ଼ ମାସରେ ୧୪୫ ନିଖୋଜ ନାବାଳକ ଓ ନାବାଳିକା ଉଦ୍ଧାର..

ସେରୁ ଦେଢ଼ ମାସ ଭିତରେ ୧୪୫ ଜଣ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୁରୀ ପୋଲିସ। ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ କିମ୍ବା ଘର ଛାଡ଼ି ପଳାଇଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଚଳାଇଥିଲା ସ୍ପେଶାଲ୍ ଡ୍ରାଇଭ୍ । ଏଥିରେ ବଡ଼ ସଫଳତା ମିଳିଥିବା ସୂଚନା ଦେଇଛନ୍ତି ପୁରୀ SP । ୧ ମାସରୁ ଦେଢ଼ ମାସ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ…

ଅଧିକ ପଢନ୍ତୁ

ସୁନା ଦର ବୃଦ୍ଧିରେ ଲାଗୁନି ବ୍ରେକ୍; ଛୁଇଁଲା ୭୦ ହଜାର..

ଣି ବଢିଲା ସୁନା ଦର । ଏବେ ଆକାଶଛୁଆଁ ହେବାକୁ ଲାଗିଛି ସୁନା ଦର । ଛୁଇଁଲା ସର୍ବକାଳୀନ ରେକର୍ଡ । ଗତ କିଛି ମାସ ଭିତରେ ସୁନାର ଦର କ୍ରମାଗତ ଭାବେ ବଢି ଚାଲିଥିବାରୁ ସୁନା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ରେକର୍ଡ ଭାଙ୍ଗିଛି । ୭୦ ହଜାରରୁ ଅଧିକରେ ପହଞ୍ଚିଛି ସୁନା ଦର ।  ଏମସିଏକ୍ସର ଫ୍ୟୁଚର ବଜାରରେ ସୁନା ୭୦,୦୦୦ ଟଙ୍କା ଅତିକ୍ରମ କରିଛି।…

ଅଧିକ ପଢନ୍ତୁ

ଚଳନ୍ତା ବୁଲେଟ ଚକରେ ଲାଗି ଛିଡ଼ିଗଲା ନାବାଳିକାର ହାତ, ନେଇଗଲା ବୁଲା କୁକୁର

ଝିଅର ସ୍କାର୍ପ ଗାଡି ଚକାରେ ପଶିଯିବାରୁ ଚଳନ୍ତା ଗାଡିରେ ବସି ସ୍କାର୍ପ କାଢିବା ବେଳେ ଡାହାଣ ହାତ ପଶିଯାଇ ଛିଡିଯାଇଥିଲା। ଚଳନ୍ତା ବୁଲେଟ ଗାଡ଼ିରେ ପଶିଗଲା ନାବାଳିକାର ହାତ । ଆଉ ଚକରେ ଲାଗି ଛିଡ଼ିଗଲା ହାତ । ଏପଟେ ଦୁର୍ଘଟଣା ପରେ ଛିଡ଼ି ଥିବା ହାତକୁ ଧରି କୁକୁର ହୋଇଗଲା ଫେରାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅଧିନ ଜାତୀୟ ରାଜପଥ ୨୬ର ଏକ ପେଟ୍ରୋଲ…

ଅଧିକ ପଢନ୍ତୁ

ଜୟପୁର ନିର୍ବାଚନମଣ୍ଡଳୀ ବୋରିଗୁମ୍ମା ମଣ୍ଡଳ ହର୍ଦଳୀ ଶକ୍ତିକେନ୍ଦ୍ର  ଠାରେ ଭାରତୀୟ ଜନତା ପାର୍ଟିର  ଏକ ମହା ମିଶ୍ରଣ ପର୍ବ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ, ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନ, ବିକଶିତ ଭାରତ ସଂକଳ୍ପ, ମୋଦି ଗ୍ୟାରେଣ୍ଟି ଏବଂ ଜୟପୁର ର ବିଜେପି ନେତା ଶ୍ରୀଯୁକ୍ତ ଗୌତମ ସାମନ୍ତରାୟ  ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ,ଜୟପୁର ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ମଣ୍ଡଳର ହର୍ଦଳୀ ଶକ୍ତି କେନ୍ଦ୍ରର ଟାଣୁଆ ବିଜେଡି, କଂଗ୍ରେସ କର୍ମୀ ଓ ସଙ୍ଗଠକ ମାନେ ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ବିଜେଡି ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ, ଏହି ମିଶ୍ରଣ ପର୍ବରେ…

ଅଧିକ ପଢନ୍ତୁ