Editor in Chief

DJ ସାଉଣ୍ଡରେ ହୁଡ଼ିଲେ ମହୁମାଛି, BJD ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲେ !

ମହୁମାଛି ଆକ୍ରମଣରେ ବିଜେଡ଼ି ନେତା ଆହତ I ସୁବର୍ଣ୍ଣପୁର ବିନିକା ବ୍ଲକ ଅଂଚଳର ବିଭିନ୍ନ ଗାଁରେ ବଲାଙ୍ଗୀର ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବୀରମହାରାଜପୁର ବିଜେଡି ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରା ଗାଁକୁ ଗାଁ ଯାଇ ଭୋଟ ପ୍ରଚାର କରୁଥିଲେ I ହେଲେ ବିନିକା କଇନ୍ତରା ଗାଁ ନିକଟରେ ପ୍ରଚାର ଜୋରଦାର ଚାଲିଥିବା ବେଳେ ଡିଜେ ସାଉଣ୍ଡର ପ୍ରଚଣ୍ଡ ଶବ୍ଦ ହେବାରୁ ବିଜେଡି ନେତାଙ୍କୁ ମହୁମାଛି ଅତର୍କିତ ଆକ୍ରମଣ କରିଥିଲେ I ମହୁମାଛି ଆକ୍ରମଣରେ ବିନିକା…

ଅଧିକ ପଢନ୍ତୁ

ବିଜେପି ନେତାଙ୍କ ଘନଘନ ଓଡ଼ିଶାଗସ୍ତ; ଆଜି ପୁଣି ଆସୁଛନ୍ତି ହିମନ୍ତ ବିଶ୍ୱଶର୍ମା..

ଆଜି ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ଏବଂ ରାଜ୍ୟ ବିଜେପିକୁ ବଳ ଦେବାକୁ ଓଡ଼ିଶା ଆସୁଛନ୍ତି ହିମନ୍ତ ବିଶ୍ବଶର୍ମା । ଅପରାହ୍ନ ୨ଟା ୩୦ ମିନିଟରେ ଭୁବନେଶ୍ବର ସ୍ବସ୍ତି ପ୍ରିମିୟମ ହୋଟେଲରେ ‘ବିଶେଷ ସମ୍ପର୍କ ଅଭିଯାନ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଯିବେ । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଏବାଛଡା ବିଜେପିର ଟପ୍…

ଅଧିକ ପଢନ୍ତୁ

ସରିଲା ପ୍ରଥମ ଦଫା ଲଢ଼େଇ; ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ..

ରାଜ୍ୟରେ ସରିଲା ପ୍ରଥମ ଦଫା ଲଢ଼େଇ। ଇଭିଏମରେ ସିଲ୍ ହେଲା ୩୭ ସାଂସଦ ଓ ୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ। ଓଡ଼ିଶାରେ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରେ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ୍ ପଡ଼ିଛି। ଓଡିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ ହୋଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୩୭% ଭୋଟ୍ ରହିଛି।…

ଅଧିକ ପଢନ୍ତୁ

ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ ଏବଂ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ମୁହାଁମୁହିଁ । ଶିବଶଙ୍କର ପ୍ରଦୀପଙ୍କୁ ମାଡ ମାରିଥିବା ଅଭିଯୋଗ ।

ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିିଥିବା ଅଭିଯୋଗ । ସାମ୍ନାକୁ ଆସିଛି ଆକ୍ରମଣ ବେଳର ସିସିଟିଭି ଭିଜୁଆଲ । ଏହି ଆକ୍ରମଣରେ ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି । ଏବେ ସେ ଏମକେସିଜି ହସ୍ପିଟାଲରେ ଭର୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଗୋଷାଣୀ ନୂଆଗାଁର ସରକାରୀ ଉକ୍ରଳ ମଣି ହାଇସ୍କୁଲ ସ୍ଥିତ ୧୩୩…

ଅଧିକ ପଢନ୍ତୁ

ମୁମ୍ବାଇରେ ହୋଡିଂ ଖସିପଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି, ୬୦ରୁ ଅଧିକ ଆହତ ।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଘଟକୋପରରେ ଏକ ହୋର୍ଡିଂ ଭୁଶୁଡ଼ି ପଡ଼ିବା ଘଟଣାରେ ହଇଚଇ ସୃଷ୍ଟି ହୋଇଛି । ମୁମ୍ବାଇ ଘାଟକୋପର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ଧୂଳିଝଡ଼ ଓ ବର୍ଷା ସମୟରେ ୧୦୦ ଫୁଟ ଲମ୍ବର ଏକ ବେଆଇନ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବା ରୁ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି। ଘାଟକୋପର ହୋର୍ଡିଂ ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି।…

ଅଧିକ ପଢନ୍ତୁ

୭୨ ବର୍ଷ ବୟସରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ପରଲୋକ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ ।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ପରଲୋକ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ସୁଶୀଲ ମୋଦୀ । ମୃତ୍ୟ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସୁଶୀଲ ମୋଦୀ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ମାସେ ହେବ ଆଇସିୟୁରେ ଭର୍ତି ହୋଇଥିଲେ । ଅସୁସ୍ଥତା ପାଇଁ ସେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ । ସେ ବିହାର ବିଜେପିର ପ୍ରମୁଖ ଚେହେରା ଥିଲେ । ତିନି ଦଶନ୍ଧି…

ଅଧିକ ପଢନ୍ତୁ

୭୪ ପ୍ରତିଶତ ମତଦାନ ସହ ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ନବରଙ୍ଗପୁରରେ ସର୍ବାଧିକ ୮୦.୨୨ ଭୋଟିଂ । ବ୍ରହ୍ମପୁରରେ ସର୍ବନିମ୍ନ ଭୋଟିଂ ।

୨୪ ସିଂହାସନ ପାଇଁ ଓଡ଼ିଶାରେ ପଡିଛି ପ୍ରଥମ ପର୍ଯ୍ୟାୟ ଭୋଟ । ଇଭିଏମରେ ସିଲ୍ ହୋଇଛି ୨୭୧ ପ୍ରାର୍ଥୀଙ୍କ ଭାଗ୍ୟ । ଛୋଟ ମୋଟ ଗଣ୍ଡଗୋଳକୁ ଛାଡିଲେ ଶାନ୍ତିପୂର୍ଣ୍ଣ ଭାବେ ୪ ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ୨୮ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ ଏଥର ପ୍ରାୟ ୭୪ ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି । କିନ୍ତୁ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏ ଭୋଟ…

ଅଧିକ ପଢନ୍ତୁ

ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ କାଶୀ ବିଶ୍ୱନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା ।

ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାଚ୍ଚର୍ନା କରିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ’ ଦେଖିବାକୁ ମିଳିଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କ ସହ ମିଶି ୬ କିଲୋମିଟରର ରୋଡ ସୋ’ କରିଥିଲେ ମୋଦୀ । ପ୍ରାୟ ଅଢେଇ ଘଂଟାର ରୋଡ ସୋ’ ପରେ ପ୍ରଧାନମନ୍ତ୍ରୀ…

ଅଧିକ ପଢନ୍ତୁ

ଟି-୨୦ ବିଶ୍ୱକପ ଜର୍ସି ଉନ୍ମୋଚନ । ଏକାଠି ନଜର ଆସିଲେ ଜୟ ଶାହା, ରୋହିତ ଶର୍ମା..

ବିଧିବଦ୍ଧ ଭାବେ ଉନ୍ମୋଚନ ହେଲା ଟି-୨୦ ବିଶ୍ୱକପର ଜର୍ସି । ଏଥିସହ ନୂଆ ରଙ୍ଗ ରୂପରେ ଟିମ ଇଣ୍ଡିଆ ଜର୍ସି ଦେଖିବାକୁ ମିଳିଛି । ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜର୍ସିକୁ ଲଂଚ କରାଯାଇଛି । ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା, ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କାର୍ଯକ୍ରମରେ ଉପସ୍ଥିତ ଥିଲେ । ଉନ୍ମୋଚନ ସମୟର ଭିଡିଓକୁ ବିସିସିଆଇ ନିଜ ଅଫିସିଆଲ ଫେଜରେ ପୋଷ୍ଟ କରିଛି । ଟିମ ଇଣ୍ଡିଆ ପରିଧାନ କରିଥିବା ଜର୍ସିର…

ଅଧିକ ପଢନ୍ତୁ

ଭୋଟ ସରିଲା, ନେତାଙ୍କ ଟେନସନ୍‌ ବଢିଲା; ଜୁନ-୪ରେ ଭାଗ୍ୟ ପରୀକ୍ଷା..

ଭୋଟ୍ ମାଗିବା ପରେ ସମୟ ନିଜ ଭୋଟ୍ ଦେବାର। ଏଥିପାଇଁ ପୋଲିଂ ବୁଥରେ ନେତା। ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ପତ୍ନୀଙ୍କ ସହ ଆସି ଦେଇଛନ୍ତି ଭୋଟ୍। କ୍ୟାମେରା ସାମ୍ନାରେ କାଳି ଲଗା ଆଙ୍ଗୁଠି ଦେଖାଇ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଆହ୍ୱାନ ବି ଦେଇଥିଲେ। ବିଜେପିର ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ. ଅନୀଲ କୁମାର ଏବଂ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବି ଦେଇଛନ୍ତି ଭୋଟ୍। ସେପଟେ ସକାଳୁ ସକାଳୁ ଧାଡିରେ ଆସି ମତଦାନ କରିଛନ୍ତି ବିଜେଡିର…

ଅଧିକ ପଢନ୍ତୁ