ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ରେ, କଳାକାର ମାନଙ୍କୁ ଅଣ ଦେଖା କରୁଛନ୍ତି ବଡ଼ଚଣା ,ବି,ଡି,ଓ, :-

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପାଲା ସଂସ୍କୃତି କଳାକାର ମାନଙ୍କୁ ଅଣ ଦେଖା କରୁଛନ୍ତି ବଡ଼ଚଣା ବି,ଡି ,ଓ , ଆଜି ବଡ଼ଚଣା ବ୍ଲକ ସମ୍ମୁଖରେ ବିଭିନ୍ନ କଳାକାର ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା କାରଣ ସରକାରଙ୍କ ଦ୍ୱାରା ବିଭିନ୍ନ କଳାକାର ମାନଙ୍କୁ ସୁବିଧା ସହଯୋଗ ମିଳୁଥିବା ସମୟରେ ତା’ର ଓଲଟା ଚିତ୍ର ଦେଖିବାକୁ ମିଳୁଛି ବଡ଼ଚଣା ବ୍ଲକରେ. ବିଶେଷ କରି ପାଲା ସଂସ୍କୃତି କଳାକାର ମାନଙ୍କୁ ବଡ଼ଚଣାରେ କୌଣସି ସରକାରି ଅନ୍ତର୍ଭୁକ୍ତ ନକରିଵାରୁ ଆଜି ବ୍ଲକ ପରିସରରେ ବଡ଼ଚଣାର କୋଣ ଅନୁକୋଣରୁ ୫୦/୬୦ ଜଣ ପାଲା କଳାକାର ତାଙ୍କର ଦାବିପତ୍ର ଦେଇଛନ୍ତି,ବି,ଡି,ଓ, ଙ୍କୁ କଳାକାର ମାନଙ୍କ ଦାବି ଯେ ସରକାର ୨୦୧୧ମସିହା ରୁ କଳାକାର ମାନଙ୍କୁ ନାମ ପଞ୍ଜୀକୃତ ହୋଉଥିବା ବେଳେ, ବଡ଼ଚଣା ବ୍ଲକରେ ତାହା ଓଲଟା ଚିତ୍ର, ବିଷୟ ହେଉଛି ବିଭିନ୍ନ କଳାକାର ବାରମ୍ବାର ନାମ ପଞ୍ଜୀକୃତ କରିବାପାଇଁ ଆବେଦନ କରିଥିଲେ ମଧ୍ୟ ବଡ଼ଚଣାରେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାର ନାଁ ଧରୁନାହିଁ, ସରକାରୀ ସ୍ତରରେ ବି,ଡି,ଓ, ସଭାପତି ଥିବାବେଳେ କଳାକାର ମାନଙ୍କ ଦାବି ନ ଶୁଣିଵାର କାରଣ କିଛି ଜଣାପଡୁ ନାହିଁ, ଏହି ବିଷୟ କୁ ନେଇ ଆଜି କଳାକାର ମାନେ ଲିଖିତ ଦାବିପତ୍ର ଦେଇଛନ୍ତି.ଉତ୍ତର ନମିଳିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବେଲି କଳାକାର ମାନେ କହିଛନ୍ତି ଦେଖିବାକୁ ବାକି ରହିଲା ଏମାନଙ୍କୁ ନ୍ୟାୟ ମିଳୁଛି କେବେ,ଯାଜପୁରରୁ ସୁରେନ୍ଦ୍ର ସାମଲଙ୍କ ରିପୋର୍ଟ,