ମୋଦିଙ୍କ ଓଡ଼ିଶାଗସ୍ତର ଦ୍ୱିତୀୟ ଦିନ; ମାରାଥନ୍ ପ୍ରଚାର ସହ ବିଶାଳ ଜନ ସମାବେଶରେ ଯୋଗଦେବେ..

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ। ଗତକାଲି ଭୁବନେଶ୍‌ୱରରେ ବିଶାଳ ରୋଡ୍ ସୋ’ ପରେ ଆଜି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ । ସକାଳ ପ୍ରାୟ ସାଢ଼େ ୮ଟାରେ ବାୟୁସେନାର ସ୍ବତନ୍ତ୍ର ହେଲିକପଟରରେ ଭୁବନେଶ୍ବର ଏୟାରପୋର୍ଟରୁ ବାହାରି ପ୍ରଥମେ ଫୁଲବାଣୀ ଯିବେ ମୋଦି। ସାଢ଼େ ୧୦ଟାରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ…

ଅଧିକ ପଢନ୍ତୁ

ମୋଦି ମୋଦି ନାରାରେ କମ୍ପିଲା ଜନପଥ..

ଜନପଥରେ ଜନସମୁଦ୍ର। ରାଜଧାନୀରେ ମୋଦି ଜୁଆର। ଜୁଆର ନୁହେଁ ତ, ସତେ ଯେମିତି ସୁନାମୀ। ନା କେହି କେବେ ଏମିତି ଦେଖିଥିଲେ, ନା କଳ୍ପନା କରିଥିଲେ। ସଞ୍ଜ ନଇଁବା ବେଳକୁ ମୋଦି ମାନିଆରେ ଉଛୁଳି ଉଠିଥିଲା କ୍ୟାପିଟାଲ ସିଟି ଭୁବନେଶ୍ୱର। ଜନପଥର ଦୁଇକଡ଼େ ଜମିଥିଲା ଜନତାଙ୍କ ଅସମ୍ଭବ ଗହଳି। ଲକ୍ଷାଧିକ ସଂଖ୍ୟାରେ ପିଲାଠୁ ବୟସ୍କ, ପୁରୁଷ ମହିଳା। ସମସ୍ତେ ଅପେକ୍ଷା କରିଥିଲେ ସେଇ ମୋଦି ମୁହୂର୍ତ୍ତକୁ। ଆଉ ରାତି ଠିକ୍ ୮ଟା ୪୦ ମିନିଟରେ ମେଗା ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଅଧିକ ପଢନ୍ତୁ

‘ଓଡ଼ିଶାରେ ଆସୁଛି ବଡ଼ ଟର୍ଣ୍ଣିଂ ପଏଣ୍ଟ, ଏଥର ପଦ୍ମ ନିଶ୍ଚିତ ଫୁଟିବ’..

ଓଡ଼ିଶାରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସୁଛି। ଆଜି ଭୁବନେଶ୍ୱରରେ ଏଭଳି ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ବିଜେପି ଉପରେ ଲୋକଙ୍କ ଅଦ୍ଭୁତ ବିଶ୍ୱାସ ରହିଛି। ଦେଶର ଅନ୍ୟ ଅଞ୍ଚଳରେ ଏଭଳି ପରିବେଶ ନଥାଏ କିନ୍ତୁ ଓଡ଼ିଶାରେ ଭାଷାଗତ ବିଭେଦ ଥିବା ସତ୍ତ୍ୱେ ଓଡ଼ିଶାର ଲୋକଙ୍କ ସହ ହୃଦୟ ଯୋଡ଼ି ହୋଇ ସାରିଛି। ତେଣୁ ଓଡ଼ିଶାରେ ଏକ ବଡ଼ ଟର୍ଣ୍ଣି ପଏଣ୍ଟ ଆସୁଛି। ଖାଲି ଏତିକି ନୁହେଁ ମେଣ୍ଟ ଚର୍ଚ୍ଚାକୁ ନେଇ ବି ଜବାବ ରଖିଛନ୍ତି ମୋଦି। ବିଜେପି-ବିଜେଡି ସମ୍ପୂର୍ଣ୍ଣ…

ଅଧିକ ପଢନ୍ତୁ

ଗୃହମନ୍ତ୍ରୀଙ୍କ ମିଥ୍ୟା ଭିଡିଓ ଅପପ୍ରଚାର ପଛରେ ଥିବା ଭିକେ ପାଣ୍ଡିଆନଙ୍କୁ ନିର୍ବାଚନ ପ୍ରଚାରରୁ ବାସନ୍ଦ କରାଯାଉ: ଦିଲୀପ ମଲ୍ଲିକ*

ଭୁବନେଶ୍ୱର, ତା.୧୦/୦୫:  ଶାସକ ବିଜେଡି ଅଭ୍ୟାସଗତ ଭାବେ ଓ ନିର୍ବାଚନ ହାରିବା ଭୟରେ ସରକାରୀ କଳ, ବଳ ଓ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିବା ସହ ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରି ଆସୁଛି । ବିଜେପି ସର୍ବଦା ଚାହୁଁଚି ଶାନ୍ତିଶୃଙ୍ଖଳାଭାବେ ନିର୍ବାଚନ ହେଉ । ଏଥିପାଇଁ ଆମେ ସମ୍ବିଧାନର ନିୟମ ଅନୁଯାୟୀ ଗତ ଦିନରେ ୧୦୪ଟି ଅଭିଯୋଗ ପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇସାରିଲୁଣି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।ରାଜ୍ୟ…

ଅଧିକ ପଢନ୍ତୁ

ବିଜେଡିର ମ୍ୟାନିଫେଷ୍ଟୋ ପାଣ୍ଡିଆନ ପାଇଁ ଆସିଛି: ଅନିଲ ବିଶ୍ୱାଳ*

ଭୁବନେଶ୍ୱର, ତା.୧୦/୦୫:  ବିଜେଡିର ଏହି ମ୍ୟାନିଫେଷ୍ଟୋ ପାଣ୍ଡିଆନଙ୍କ ଦ୍ୱାରା, ପାଣ୍ଡିଆନଙ୍କର ଏବଂ ପାଣ୍ଡିଆନଙ୍କ ପାଇଁ ପ୍ରସ୍ତୁତ ହେଲା ଭଳି ମନେ ହେଉଛି । ୫-ଟି ଲାଗୁ କରିବା ପାଇଁ ଏହି ମ୍ୟାନିଫେଷ୍ଟୋରେ କୁହାଯିବା ଅର୍ଥ ଯେ, ଓଡ଼ିଶାରେ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଲାଗୁ କରିବା, ଦୁର୍ନୀତିକୁ ଆହୁରି ବ୍ୟାପକ କରିବା, ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଟ୍ରାଫିକ ପୋଲିସ, କ୍ରୀତଦାସ ସଜାଇବା ଏବଂ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ହତ୍ୟା କରିବା ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ…

ଅଧିକ ପଢନ୍ତୁ

ଅଖିମୁଠି ଅନୁକୂଳ କଲେ ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି ..

କେନ୍ଦୁଝର ଲୋକସଭା କ୍ଷେତ୍ର ଅନ୍ତର୍ଗତ ତେଲକୋଇ ବିଧାନସଭାର ହରିଚନ୍ଦନପୁର ବ୍ଲକର ଜିରାଙ୍ଗ ଗ୍ରାମ ଓ କରଂଜିଆ ନିର୍ବାଚନ ମଣ୍ଡଳୀର ବଳା ଗ୍ରାମ ଏବଂ ଠାକୁରମୁଣ୍ଡା ହାତୀଗୁଡା ଗ୍ରାମ ଠାରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି  ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ତେଲକୋଇ ବିଧାୟକ ପ୍ରାର୍ଥୀ ଡକ୍ଟର ଫକୀର ନାୟକ, କରଂଜିଆ ବିଧାୟକ ପ୍ରାର୍ଥୀ ଶ୍ରୀ ପଦ୍ମ ଚରଣ ହାଇବୃରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୂଜାର୍ଚ୍ଚନା କରିବା ସହିତ ହଳ…

ଅଧିକ ପଢନ୍ତୁ

ଆଜି ମୋଦିଙ୍କ ମେଗା ରୋଡ୍ ଶୋ’; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି..

ଆଜି ପୁଣି ଓଡ଼ିଶାଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାଜଧାନୀରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ପ୍ରଧାନମନ୍ତ୍ରୀ ଆଜି ରାତି ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପି ପାର୍ଟି ଅଫିସ ଠାରୁ ବାଣୀବିହାର ଯାଏଁ ରୋଡ ଶୋ କରି ପ୍ରଚାର କରିବେ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି।…

ଅଧିକ ପଢନ୍ତୁ

ବିଜେପି ଫୋକସ୍‌ରେ ଓଡ଼ିଶା; ଆସୁଛନ୍ତି ରାଜନାଥ-ଭୂପେନ୍ଦ୍ର..

ଭାରତୀୟ ଜନତା ପାର୍ଟିର ଫୋକସ୍ ଓଡ଼ିଶା । ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଘେରିବାକୁ ବିଜେପିର କେନ୍ଦ୍ରୀୟଙ୍କ ନେତୃତ୍ୱଙ୍କ ବିସ୍ତୃତ ରୋଡ୍ ମ୍ୟାପ୍। ୨୪ ମହାସମରରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ଓଡ଼ିଶା ଆସୁଛନ୍ତି ଜଣକ ପରେ ଜଣେ ପଦ୍ମ ଦଳର ତୁଙ୍ଗ ନେତା। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଦ୍ ଆଜି ଓଡ଼ିଶା ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁରୀ ଲୋକସଭା ଅନ୍ତର୍ଗତ…

ଅଧିକ ପଢନ୍ତୁ

ଆଜି ନାମାଙ୍କନ ଭରିବେ ବୈଜୟନ୍ତ ପଣ୍ଡା; କେନ୍ଦ୍ର ଓ ରାଜ୍ୟର ପ୍ରମୁଖ ନେତା ହେବେ ସାମିଲ..

କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସକାଳ ୯ଟାରେ ତିନି ମୁହାଣି ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏହାପରେ ଶୋଭାଯାତ୍ରା ତିନିମୁହାଣ, ଜ୍ଞାନପୀଠ, କଜଳା, ମହିପାଳ, ବଡହାଟ ଏବଂ ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବ। ବୈଜୟନ୍ତ ପଣ୍ଡାଙ୍କ ଶୋଭାଯାତ୍ରାରେ କେନ୍ଦ୍ର ଓ ରାଜ୍ୟ ସ୍ତରର ବହୁ ପ୍ରମୁଖ ନେତା ଓ ବିଧାୟକ ପ୍ରାର୍ଥୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଗତକାଲି କେନ୍ଦ୍ରାପଡା ଜିଲ୍ଲା…

ଅଧିକ ପଢନ୍ତୁ

ବାରବାଟୀ-କଟକରୁ ଧାମନଗର, ଭାଗ୍ୟ ପରୀକ୍ଷା କରୁଛନ୍ତି ହାଇପ୍ରୋଫାଇଲ୍ ଡିଗ୍ରୀଧାରୀ ଯୁବପିଢ଼ି..

ପେଶାରେ ଭିନ୍ନତା ଥାଇପାରେ, କିନ୍ତୁ ନିଶା ରାଜନୀତି । ଏମିତି କିଛି ଉଚ୍ଚଶିକ୍ଷିତ ବର୍ଗ ଏଥରର ପ୍ରତ୍ୟକ୍ଷ ପଲିଟିକସରେ ସାମିଲ ହୋଇଛନ୍ତି, ଯାହାଙ୍କ ମଧ୍ୟରେ କିଏ ଡାକ୍ତର ତ ଆଉ କିଏ ଇଞ୍ଜିନିୟର । କାହା ପାଖରେ MBA ତ ଆଉ କାହା ପାଖରେ ରହିଛି ବି-ଟେକ୍ ଡିଗ୍ରୀ । ସମସ୍ତଙ୍କ ସ୍ୱପ୍ନ ରହିଛି, ଜନତାଙ୍କୁ ବିକାଶ ଧାରାରେ ନେଇ ଶୀର୍ଷରେ ପହଞ୍ଚାଇବା । ଆଖିରେ ଅନେକ ସ୍ୱପ୍ନ, ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର…

ଅଧିକ ପଢନ୍ତୁ