Editor in Chief

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଲଗାତାର ଅବହେଳା ପାଇଁ ଇସ୍ତଫା

ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଇସ୍ତଫା । ବିଜେଡିରୁ ଇସ୍ତଫା ଦେଲେ ପ୍ରିୟଦର୍ଶୀ ମିଶ୍ର । ଦଳରେ ଲଗାତାର ଅବହେଳା କରାଯାଉଥିବା କଥା ଇସ୍ତଫାରେ ଲେଖିଲେ । ଭୁବନେଶ୍ୱର ଉତ୍ତରରୁ ୨୦୧୪ରେ ବିଧାୟକ ଥିଲେ । ତେବେ ଗତ ଥର ପ୍ରିୟଦର୍ଶୀଙ୍କ ଟିକେଟ୍ କଟିଥିଲା । ପ୍ରିୟଦର୍ଶୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ଦଳ ପାଇଁ ବହୁତ୍ କିଛି କରିଛି । ଦଳ ବହୁ ଥର ମୋତେ ଅବହେଳା କରିଛି…

ଅଧିକ ପଢନ୍ତୁ

୪୦ ଡିଗ୍ରୀ ଛୁଇଁଲା ପାରଦ, ମୁଣ୍ତଫଟା ଖରାରେ ଜଳୁଛି ଓଡ଼ିଶା

କଲବଲ କରିଲାଣି ତାତି । ଚଳିତ ବର୍ଷର ପାରଦ ୪୦ ଡିଗ୍ରୀ ଛୁଇଁଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ବଢିବ ବୋଲି ପାଣିପାଗ ବିଭାଗର ସୂଚନା । ଏଥିସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ । ଦିନ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି । ଗତକାଲି ରାଜ୍ୟର ୫ଟି ସହରରେ ତାତି ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଏସବୁ ଜିଲ୍ଲା ଗୁଡ଼ିକ ହେଉଛି, ତତଲାଗଡ଼…

ଅଧିକ ପଢନ୍ତୁ

ଖୁବଶୀଘ୍ର ଆସିବ ବଳକା ବିଜେପି ପ୍ରାର୍ଥୀଙ୍କ ନାଁ ! ଦିଲ୍ଲୀରୁ ଫେରିବା ପରେ କହିଲେ ମନମୋହନ

ଖୁବଶୀଘ୍ର ଆସିପାରେ ଓଡ଼ିଶାରୁ ବାକି ଥିବା ବିଜେପିର ୩ ଲୋକସଭା ସହ ବିଧାନସଭା ପ୍ରାର୍ଥୀ ତାଲିକା । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀରେ ବସିଥିଲା କୋର୍ କମିଟି ବୈଠକ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୫ ଘଣ୍ଟା ଧରି ଗୁରୁବାର ଆଲୋଚନା ହୋଇଥିଲା । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ । ବୈଠକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର…

ଅଧିକ ପଢନ୍ତୁ

ଡିପଫେକ୍‌ ରୋକିବାକୁ ବିଲ୍‌ ଗେଟସ୍‌ଙ୍କୁ ମୋଦିଙ୍କ ପ୍ରସ୍ତାବ; କହିଲେ, AI କଣ୍ଟେଣ୍ଟରେ ୱାଟରମାର୍କ ରହୁ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟସ୍‌ଙ୍କ ମଧ୍ୟରେ ଏକ ଆଲୋଚନା ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ବ୍ୟବହାରଠୁ ନେଇ ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣ ଉପରେ ଚର୍ଚ୍ଚା କରିଛନ୍ତି ମୋଦି-ବିଲ୍‌ ଗେଟସ୍‌। ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ ମଧ୍ୟରେ ହେଉଛି ଆଲୋଚନା। ଭାରତର ଡିଜିଟାଲ୍ ବିପ୍ଲବ କଥା ବିଲ୍ ଗେଟସ୍‌ଙ୍କୁ ବୁଝାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱର ପ୍ରଖ୍ୟାତ ବ୍ୟବସାୟୀ…

ଅଧିକ ପଢନ୍ତୁ

ଦିଲ୍ଲୀରେ ବିଜେପିର କୋର୍ କମିଟି ବୈଠକ; ବଳକା ୩ ଆସନ ପାଇଁ ମାନସ ମନ୍ଥନ

ଦିଲ୍ଲୀରେ ବିଜେପିର କୋର୍ କମିଟି ବୈଠକ। ଓଡ଼ିଶାର ବଳକା ୩ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ହୋଇଛି ମାନସ ମନ୍ଥନ । ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ବିଜେପି କୋର୍ କମିଟି ବୈଠକ ବସିଥିଲା। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୫ଘଣ୍ଟା ଧରି ଆଲୋଚନା ହଇଥିଲା। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ବୈଠକରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ମନମୋହନ…

ଅଧିକ ପଢନ୍ତୁ

କମାଲ୍ କରୁଛି ଏନଆଇଟି ଛାତ୍ରଙ୍କ ଅଣ୍ଡର ୱାଟର ରୋବୋ… ପାଣିରେ ବୁଲୁଛି…ଡ୍ୟାମର ସ୍ଥିତି ପରଖୁଛି

ଏନଆଇଟି ଛାତ୍ରଙ୍କ କମାଲ । ତିଆରି କରିଛନ୍ତି ଅଣ୍ଡର ଓ୍ବାଟର ରୋବୋଟିକସ୍ । ଏହାକୁ ତିଆରି ପାଇଁ ଲାଗିଛି ପ୍ରାୟ ଦୁଇ ବର୍ଷ ସମୟ । ଇଣ୍ଡିଆନ ନେଭିରେ ମଧ୍ୟ ଏନଆଇଟି ପିଲାଙ୍କ ଦ୍ୱାରା ପ୍ରସ୍ତୁତ ଏହି ରୋବୋ କରୁଛି ସହାୟତା । କିଛି ଦିନ ତଳେ ବିଶାଖାପାଟନମରେ ଇଣ୍ଡିଆନ ନେଭି କାର୍ଯ୍ୟରେ ରୋବୋ କରିଛି ସହାୟତା । ତିଆରି ହୋଇଥିବା ରୋବୋର ନାଁ ରହିଛି ଜଳଦୂତ ଏବଂ ଅନ୍ୟଟି ହେଉଛି ଜଳସୀମା । ପାଣି ଭିତରେ…

ଅଧିକ ପଢନ୍ତୁ

Good Friday 2024: ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଦାନ-ଧର୍ମର ପର୍ବ ‘ଶୁଭ ଶୁକ୍ରବାର’

‘ଶୁଭ ଶୁକ୍ରବାର’(Good Friday) ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବିଶେଷ ପର୍ବ। ଏହାକୁ ମଧ୍ୟ ଏକ ଶୋକ ଦିବସ ଭାବରେ ପାଳନ କରାଯାଏ। ‘ଶୁଭ ଶୁକ୍ରବାର’କୁ ମହାନ ଶୁକ୍ରବାର ବା ପବିତ୍ର ଶୁକ୍ରବାର ମଧ୍ୟ କୁହାଯାଏ। ଚଳିତ ବର୍ଷ ଏହି ଦିନକୁ ୨୯ ମାର୍ଚ୍ଚ ବା ଆଜି ପାଳନ କରାଯାଉଛି। ବିଶ୍ୱାସ କରାଯାଏ ଯେ ପ୍ରଭୁ ଯୀଶୁ ମାନବଜାତିକୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ପ୍ରକୃତରେ, ୟିହୁଦୀ ଶାସକମାନେ ଯୀଶୁଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା…

ଅଧିକ ପଢନ୍ତୁ

ଗୋଟିଏ ଭୋଟ ପାଇଁ ଜଙ୍ଗଲ-ପାହାଡ଼-ନଦୀ ଡିଅନ୍ତି ପୋଲିଂ ଅଫିସର୍..

ଜଣେ ମାତ୍ର ଭୋଟରଙ୍କ ପାଇଁ ପୂରା ବୁଥର ପ୍ରତିଷ୍ଠା କରାଯାଇଛି । ବିଗତ ନିର୍ବାଚନମାନଙ୍କରେ ବନେଜରେ ଥିବା ଗିର୍ ଜଙ୍ଗଲ ମଧ୍ୟରେ ବୁଥ୍ ପ୍ରତିଷ୍ଠା କରାଯାଇଛି । ସେ ଜଙ୍ଗଲ ମଧ୍ୟରେ ଜଣେ ମାତ୍ର ଭୋଟର ରହୁଥିଲେ । ଜଙ୍ଗଲ ଭିତରେ ଥିବା ଶିବ ମନ୍ଦିରର ପୁରୋହିତ ଥିଲେ ମହନ୍ତ ହରିଦାସ ଜୀ । ଗଣତନ୍ତ୍ରରେ ନିର୍ବାଚନ ଏକ ବଡ଼ ପର୍ବ । ଗଣତନ୍ତ୍ର ‘ମନ୍ଦିର’ ହେଲେ ନିର୍ବାଚନ ‘ଦେବତା’ । ନିଜ ନେତା ବା ସେବକଙ୍କୁ…

ଅଧିକ ପଢନ୍ତୁ

ବିଜେପିରେ ଯୋଗଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହିଛନ୍ତି। ବିଜେପିରେ ଯୋଗ ଦେବା ପରେ ଭର୍ତ୍ତୁହରି କହିଛନ୍ତି, ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ। ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ। ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ,…

ଅଧିକ ପଢନ୍ତୁ

ଭୁଶୁଡ଼ିବ ବିଜେଡି ଗଂଜାମ ଗଡ଼ ! ବିଜେପି ଶିବିରରେ ଅସନ୍ତୁଷ୍ଟ ନେତା

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼ । ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା । ଦିଗପହଣ୍ଡିରୁ ବିପିନ ପ୍ରଧାନଙ୍କ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେଡି ହାତ ଛାଡି ଏବେ ପଦ୍ମ ଶିବିରରେ । ବିପିନ ଆଉ ପୂର୍ଣ୍ଣଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଏବେ ମାଳ ମାଳ ଆଶାୟୀ ଆଉ ବିଦ୍ରୋହୀ । ବ୍ରହ୍ମପୁର ଲୋକସଭା ଲାଗି ଦଳ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଭିତରେ ଆଶାୟୀ ଅଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର…

ଅଧିକ ପଢନ୍ତୁ